କଣ୍ଟାବାଞ୍ଜି ସାଗର ପଡା ପ୍ରାଥମିକ ବିଦ୍ୟାଳୟ ଠାରେ ଚଳିତ ମାସର ମାସିକ ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ବୈଠକ ଅନୁଷ୍ଠିତ...

କଣ୍ଟାବାଞ୍ଜି ସାଗର ପଡା ପ୍ରାଥମିକ ବିଦ୍ୟାଳୟ ଠାରେ ଚଳିତ ମାସର ମାସିକ ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ବୈଠକ ଅନୁଷ୍ଠିତ...


କଣ୍ଟାବାଞ୍ଜି,୧୯/୦୭ : କଣ୍ଟାବାଞ୍ଜି ସାଗର ପଡା ପ୍ରାଥମିକ ବିଦ୍ୟାଳୟ ଠାରେ ଚଳିତ ମାସର ମାସିକ ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇ ଯାଇଅଛି। ଉକ୍ତ ବୈଠକ ରେ କଣ୍ଟାବାଞ୍ଜି ସହର ର ସମସ୍ତ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗ ଦେଇ ଥିଲେ। 

Ad..


କଣ୍ଟାବାଞ୍ଜି ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଦିନେଶ ମହାନନ୍ଦ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କୁ ସ୍ଵାଗତ ଜଣାଇ ତାଲିମ୍ କୁ ଆରମ୍ଭ କରି ଥିଲେ। ସରକାର ଙ୍କ ଦ୍ଵାରା ଚଳିତ ବର୍ଷ ସମସ୍ତ ସରକାରୀ ବିଦ୍ୟାଳୟ ରେ ୫+ ପିଲାଙ୍କ ପାଇଁ ଶିଶୁ ବାଟିକା ଖୋଳି ଅଛି।

   Ad..


ସେହି ଶିଶୁ ବାଟିକା ରେ କୁନି କୁନି ପିଲାଙ୍କ ସହ ଶିକ୍ଷକ କିପରୀ ଭାବ ର ଆଦାନ ପ୍ରଦାନ କରି ଶିକ୍ଷାଦାନ ଦେବେ ସେ ବିଷୟ ରେ ପୁଙ୍ଖା ନୂ ପୁଙ୍ଖ ଆଲୋଚନ ହୋଇ ଥିଲା।ତତ୍ ସହିତ ଅନ୍ୟାନ୍ୟ ବିଷୟଗତ ଆଲୋଚନ ମଧ୍ୟ ହେଇଥିଲା। 

    Ad..


ଆଜି କାର ତାଲିମ ରେ ପ୍ରଧାନ  ଶିକ୍ଷୟିତ୍ରୀ ସବିତା ମହାପାତ୍ର, ସ୍ଵର୍ଣ୍ଣ ଲତା ଦାସ ନିରୁପମା ମିଶ୍ର, ସୁଭାଷିନୀ ମେହେର, ଅଞ୍ଜଳୀ ଧରୁଆ, ସବିତା ରଣା, ଲାବନ୍ୟା ବତୀ ଧରୂଆ, ଶାନ୍ତି ଲତା ଭୋଇ, ବୀଣାପାଣି ଦାଶ, କୁସୁମ ମଞ୍ଜରୀ ନାଗ, ସଂଘମିତ୍ରା ପାଣିଗ୍ରାହୀ ଯୋଗ ଦେଇ ଥିବା ବେଳେ ଶିକ୍ଷକ ସୁରେନ୍ଦ୍ର ମାଝୀ ସମସ୍ତ ଙ୍କୁ ଧନ୍ୟବାଦ୍ ଦେଇଥିଲେ।




Edited by k.s thakur...

Post a Comment

Previous Post Next Post