ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଧେଶିକାଙ୍କ ପଦ୍ମପୁର ଗସ୍ତ...

ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଧେଶିକାଙ୍କ ପଦ୍ମପୁର ଗସ୍ତ...


ପଦ୍ମପୁର, ୩୧/୦୭ : ଗୁରୁବାର ପଦ୍ମପୁର ଉପଖଣ୍ଡ କୁ ସୂଚନା ଓ ଲୋକ ସମ୍ପର୍କ ବିଭାଗ ର ଉପ ନିର୍ଦ୍ଧେଶିକା ଶ୍ରୀମତୀ କଲ୍ୟାଣୀ ଦାସ ଏକ ଦିନିକିଆ ଗସ୍ତରେ ଆସି ଉପଖଣ୍ଡ ସୂଚନା ଓ ଲୋକ‌ ସମ୍ପର୍କ ବିଭାଗ ର କାର୍ଯ୍ୟାଳୟରେ ପହଞ୍ଚିଥିଲେ। 

      Ad..


ଏହି ଅବସରରେ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ମହେନ୍ଦ୍ର ସାହୁ, ଫୁଲତୋଡା ଦେଇ ସ୍ବାଗତ କରୀବା ସହ କାର୍ଯ୍ୟାଳୟର ବିଭିନ୍ନ ବିଷୟରେ ଆଲୋଚନା କରୀଥିଲେ। ଶ୍ରୀମତୀ ଦାସ ସୂଚନା କେନ୍ଦ୍ର ଓ ପାଠାଗାର ମଧ୍ୟ ପରିଦର୍ଶନ କରୀଥିଲେ ।

   Ad..



ଏହି ସମୟ ରେ ବିଭାଗୀୟ କର୍ମଚାରୀ ଶ୍ରୀ ରାୟି ସିଂମାଝୀ, ପୂର୍ବତନ କର୍ମଚାରୀ ନୂଆ ସାହୁ, ଅନ୍ୟ କର୍ମଚାରୀ ମାନେ ମଧ୍ୟ ଉପସ୍ଥିତ ଥିଲେ।

Ad..




Report : Bijay ku sahu

Edited by k.s thakur...

Post a Comment

Previous Post Next Post