ପୁରୀରେ ପରିଶ୍ରା ପାଇଁ ୫୦ ଟଙ୍କା, ଶୌଚ ପାଇଁ ୮୦ ଟଙ୍କା...
ପୁରୀ,୦୨/୦୭ : ପୁରୀ ରଥଯାତ୍ରା ସମୟରେ ‘ସ୍ୱଚ୍ଛ ଓଡ଼ିଶା, ବିକଶିତ ଓଡ଼ିଶା’ ଅଭିଯାନରେ ଶ୍ରଦ୍ଧାଳୁ ଏବଂ ଭକ୍ତଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଉଠା ଶୌଚାଳୟ କରିଛନ୍ତି ରାଜ୍ୟ ସରକାର।
Ad..
ପୁରୀରେ ଉଠା ଟଏଲେଟ ପକେଇ ସେଥିରେ ପୁଣି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫୋଟୋ ମାରିଛନ୍ତି । ହେଲେ ପରିଶ୍ରା ପାଇଁ ୫୦ ଟଙ୍କା ଓ ଶୌଚ ପାଇଁ ୮୦ ଟଙ୍କା ନେଉଛନ୍ତି।
Ad..
ଫଳରେ ଲୋକଙ୍କ ଭିତରେ ଅସନ୍ତୋଷ ଦେଖା ଦେଇଛି । ଯିଏ ପାଞ୍ଚ ଟଙ୍କା ଦେଇ ଆହାର ଖାଇବ, ସିଏ କଣ ଅଶି ଟଙ୍କା ଦେଇ ଶୌଚ ହେବ? ରାଜ୍ୟ ସରକାରଙ୍କ ଇଏ କିପରି ନିୟମ?
Ad..
ଭଲ ବେପାର ଚଲାଇଛନ୍ତି ଜିଲ୍ଲା ପ୍ରଶାସନ । ଶେଷରେ ଝାଡା, ପରିସ୍ରା ବି ଏମାନେ ବେପାର କରିଦେଲେ । ଏଇତ ପରିବର୍ତ୍ତନ!
Edited by k.s thakur...




