ପୁରୀରୁ ଦେଶର ପ୍ରମୁଖ ଧାର୍ମିକ ସ୍ଥଳକୁ ଗଡିବ ଓଏସ୍ଆରଟିସି ସୁପର ପ୍ରିମିୟମ ଭଲଭୋ ବସ୍...

ପୁରୀରୁ ଦେଶର ପ୍ରମୁଖ ଧାର୍ମିକ ସ୍ଥଳକୁ ଗଡିବ ଓଏସ୍ଆରଟିସି ସୁପର ପ୍ରିମିୟମ ଭଲଭୋ ବସ୍...


ପୁରୀ,୦୩/୦୬ : ପୁରୀରୁ ଦେଶର ପ୍ରମୁଖ ଧାର୍ମିକ ସ୍ଥଳକୁ ଗଡିବ ଭଲବୋ ବସ୍ ଶ୍ରୀଜଗନ୍ନାଥ ଏକ୍ସପ୍ରେସ। ଓଡିଶା ରାଜ୍ୟ ପରିବହନ ବିଭାଗ ଦ୍ବାରା ଏହି ବସ ସେବା ପ୍ରସିଦ୍ଧ ରଥଯାତ୍ରା ପୂର୍ବରୁ ଆରମ୍ଭ ହେବ। ଏହି ବସରେ ଯାତ୍ରୀମାନେ ବେଶ ବିଳାସପୂର୍ଣ୍ଣ ଏବଂ ଆରାମଦାୟକ ଯାତ୍ରା କରିପାରିବେ। 

           Ad..


ପୁରୀରୁ ଦେଶର ପ୍ରମୁଖ ଧାର୍ମିକପିଠଗୁଡିକୁ ଏହି ବସ ସଂଯୋଗ କରିବ। ଏଥିପାଇଁ ରାଜ୍ୟ ଓଡିଶା ସଡକ ପରିବହନ ନିଗମ ତରଫରୁ ଏହି ପ୍ରସ୍ତୁତି ଆରମ୍ଭ କରାଯାଇଛି।ଜଗନ୍ନାଥ ଏକ୍ସପ୍ରେସ ବସ ସେବା ବର୍ତ୍ତମାନ ଯେଉଁ ବାହାର ରାଜ୍ୟର ସ୍ଥାନଗୁଡିକ ପାଇଁ ଆରମ୍ଭ ହେବ ସେଗୁଡିକ ହେଲା:-

           Ad..


ପୁରୀ – ଅଯୋଧ୍ୟା

ପୁରୀ – ଉଜ୍ଜୟନ

ପୁରୀ – ତିରୁପତି

ପୁରୀ- ହାଇଦ୍ରାବାଦ

ପୁରୀ- ଭିଲାଇ

ଭୁବନେଶ୍ୱର – ବିଶାଖାପାଟନମ୍

ରାୟଗଡ- ହାଇଦ୍ରାବାଦ

ଭବାନୀପାଟଣା – ହାଇଦ୍ରାବାଦ



Edited by k.s thakur...




Post a Comment

Previous Post Next Post