ରାଉରକେଲାରୁ ୩୦୦ ପେଟି ବିସ୍ପୋରକ ଜବତ...

ରାଉରକେଲାରୁ ୩୦୦ ପେଟି ବିସ୍ପୋରକ ଜବତ...


ରାଉରକେଲା,୦୩/୦୬ : ରାଉରକେଲାରୁ ପୁଣି ବିପୁଳ ପରିମାଣର ବିସ୍ପୋରକ ଜବତ ହୋଇଥିବାର ଖବର ମିଳିଛି। ରଘୁନାଥ ପଲ୍ଲୀ ଥାନା ଦେଓଗାଁ ସାରୁଆ ଟୋଲାରୁ ୩୦୦ ପେଟି ମେଗା ପ୍ରାଇମ ବ୍ରାଣ୍ଡ ବିସ୍ପୋରକ ଜବତ ହୋଇଛି।

            Ad..


ସୂଚନା ଅନୁଯାୟୀ, ଯେଉଁ ଗାଡ଼ିରୁ ଏହି ବିସ୍ଫୋରକ ଜବତ ହୋଇଛି, ତାର ମାଲିକ ଗିରଫ ଗୋଦାମ ମାଲିକ ଶ୍ରବଣ ଅଗ୍ରୱାଲ ବୋଲି ସୂଚନା ରହିଛି। 

        Ad..




Edited by k.s thakur...

Post a Comment

Previous Post Next Post