ପୁରୀ ଯାତ୍ରାରେ ଟ୍ରାଫିକ ସ୍ବେଛାସେବୀ ବୃନ୍ଦ...

ପୁରୀ ଯାତ୍ରାରେ ଟ୍ରାଫିକ ସ୍ବେଛାସେବୀ ବୃନ୍ଦ...


ବରଗଡ଼,୨୬/୦୬ : ଗୁରୁବାର ଦିନ ଟ୍ରାଫିକ ସଚେତନତା ସଂଯୋଜକ ପଦ୍ମ ଲୋଚନ ଭୋସାଗର ଙ୍କ ନେତୃତ୍ବରେ ପଶ୍ଚିମ ଓଡ଼ିଶା ଟ୍ରାଫିକ ସ୍ବେଛାସେବୀ ବୃନ୍ଦ ପୁରୀ ଯାତ୍ରା କରିଛନ୍ତି। 

Ad..


ପ୍ରକାଶ ଥାଉ ଆସନ୍ତା କାଲି ବିଶ୍ଵ ପ୍ରସିଦ୍ଧ ପବିତ୍ର ରଥଯାତ୍ରା ପୁରୀ ଠାରେ ପୁରୀ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରସାସନ ଙ୍କୁ ଟ୍ରାଫିକ ନିୟନ୍ତ୍ରଣ ଓ ଟ୍ରାଫିକ ସଚେତନତା କାର୍ଯ୍ୟକ୍ରମ ରେ ସହଯୋଗ କରିବେ ପଶ୍ଚିମ ଓଡ଼ିଶା ଟ୍ରାଫିକ ସ୍ବେଛାସେବୀ ବୃନ୍ଦ।

             Ad..


ପ୍ରତି ବର୍ଷ ଭଲି ଚଲିତ ବର୍ଷ ଟ୍ରାଫିକ ସ୍ବେଛାସେବୀ ବୃନ୍ଦ ପୁରୀ ରେ ଟ୍ରାଫିକ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରି ଜନ ସାଧାରଣଙ୍କୁ ଟ୍ରାଫିକ ନିୟମ ଉପରେ ସଚେତନ କରିବା ସହିତ କିିପରି ଜନସାଧାରଣ ମାନେ ସୁରକ୍ଷିତ ଯିବା ଆସିବା କରିବେ ସେ ଉପରେ ଟ୍ରାଫିକ ନିୟନ୍ତ୍ରଣ କରିବେ।



Report : Bijay ku sahu

Edited by k.s thakur...

Post a Comment

Previous Post Next Post