ଘରୋଇ ଶିକ୍ଷାନୁଷ୍ଠାନକୁ ନେତା, ମନ୍ତ୍ରୀ ଙ୍କ ଅନୁକମ୍ପା କାହିଁକି !...

ଘରୋଇ ଶିକ୍ଷାନୁଷ୍ଠାନକୁ ନେତା, ମନ୍ତ୍ରୀ ଙ୍କ ଅନୁକମ୍ପା କାହିଁକି !...


ବରଗଡ଼,୨୦/୦୬ : ବରଗଡ଼ ଜିଲ୍ଲା ପଦ୍ମପୁର  ସିବିଏସଇ ପରୀକ୍ଷା ଫଳ ପ୍ରକାଶନରେ ଜନଅସନ୍ତୋଷ ଦେଖାଦେଇଥିବା ବେଳେ ଅନ୍ୟ ଏକ ଘରୋଇ ସ୍କୁଲ କୁ ନେତା ମନ୍ତ୍ରୀ ଙ୍କ ଅନୁକମ୍ପା କାହିଁକି ବୋଲି ପ୍ରଶ୍ନ ଉଠିଛି। 

            Ad..


ପ୍ରକାଶ ପାଇଥିବା ସିବିଏସଇ ପରୀକ୍ଷା ଫଳରେ ପଦ୍ମପୁର ସହରର ଦୁଇଟି ଘରୋଇ ସ୍କୁଲ ଓ ଚାରୋଟି ସରକାରୀ ଶିକ୍ଷାନୁଷ୍ଠାନର ଯୁକ୍ତ ଦୁଇ ଓ ମେଟ୍ରିକ୍ ର ଆଠଶହ ଛାତ୍ର ଛାତ୍ରୀ ନାନା ସମସ୍ୟା ସହ ମାନସିକ ଚିନ୍ତାରେ ପଡ଼ି ଦିନ କାଟୁଛନ୍ତି।
            Ad..

ଆଜି ପର୍ଯ୍ୟନ୍ତ ନେତା ମନ୍ତ୍ରୀ ଉକ୍ତ ସମସ୍ତ ଶିକ୍ଷାନୁଷ୍ଠାନ କୁ ଯାଇ ସେହି ଛାତ୍ର ଛାତ୍ରୀ କିମ୍ବା ଅବିଭାବକ ଙ୍କ ସହ ଆଲୋଚନା କରି ପାରି ନଥିବା ବେଳେ ପଦ୍ମପୁର ସହରର ଅନ୍ୟ ଏକ ଘରୋଇ ଶିକ୍ଷାନୁଷ୍ଠାନକୁ ଗସ୍ତ କରିବା ସରକାରୀ ଅନୁକମ୍ପା ନୁହେଁ କି ବୋଲି ଜନସାଧାରଣ ରେ ପ୍ରଶ୍ନ ଉଠୁଥିବା ବେଳେ...

ଶହଶହ ଛାତ୍ର ଛାତ୍ରୀ ଓ ତାଙ୍କ ଅବିଭାବକ ମହଲରେ ନେତା ମନ୍ତ୍ରୀ ଙ୍କ ପ୍ରତି ଅସନ୍ତୋଷ ଦେଖାଦେଇଛି ଯାହା କି ମନ୍ତ୍ରୀ ଙ୍କ ଗସ୍ତ ନେଇ ପଦ୍ମପୁର ସହରରେ ନାନା ଆଲୋଚନା ଓ ସମାଲୋଚନା ହେଉଛି।



Report : Bijay ku sahu

Edited by k.s thakur...



Post a Comment

Previous Post Next Post