ଅନ୍ଧାରୀ ପାଟ ଖେଳ ପଡିଆ ଠାରେ ବୁକ୍ଷ ରୋପଣ କାର୍ଯ୍ୟକ୍ରମ...
ବରଗଡ଼,୨୭/୦୬ : ଆଜି ଅନ୍ଧାରପାଟ ଆଥଲେଟିକ୍ ଆସୋସିଏସନ୍ ଏବଂ ଲାୟନ୍ସ କ୍ଲବ୍ ଅଫ୍ ମହାନଦୀ ଓ ୟୁ ଏସ ଜି ଫାଉଣ୍ଡେସନ ମିଳିତ ଭାବେ ଅନ୍ଧାରୀ ପାଟ ଖେଳ ପଡିଆ ଠାରେ ବୁକ୍ଷ ରୋପଣ କାର୍ଯ୍ୟକ୍ରମ କରିଥିଲେ।
Ad..
ଏଥିରେ ସଭାପତି ଭୀମସେନ ଆଇନ୍ଦ ଓ ଲାଇନ୍ସ କ୍ଲବ ସଭାପତି ଓ ୟୁ ଏସ ଜି ଫାଉଣ୍ଡେସନ ର ଡାଇରେକଟର ପରିଚାଳନା କରିଥିଲେ ଏଥିରେ ମୁଖ୍ୟ ଅଥିତି ରୂପେ ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ଓ ପୂର୍ବତନ ଚେୟାର ମେନ ସିମାଞ୍ଚଳ ଖଟେଇ ଉପସ୍ଥିତ ଥିଲେ।
Ad..
ଏଂବ ରିଜନ ଚେୟାର ମେନ ଉମାଶଙ୍କର ଗୌଡ଼ ବିଜେପି ମଣ୍ଡଳ ସଭାପତି ଗୁଗା ସିଂ ଓ ସାଧାରଣ ସମ୍ପାଦକ ସନ୍ତୋଷ ହସ୍ତୀ ମଣ୍ଟୁ ପୂରସେଟ, ସମାନ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।
କ୍ରୀଡା ସଂଘର ଉପସଭାପତି ଜଗନାଥ ଓରାମ, ଜମେଶ ମହାପାତ୍ର, ମାନସ ପାତ୍ର, ଲାଇନ୍ସ କ୍ଲବ ର ସୁଧୀର ତରିଆ, ନୀଳାମ୍ବର ବାଗ, ସୂବେନ୍ଦୁ ମାଝୀ, ରାହୁଲ ଟପନ, ଏଂବ ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ଥିଲେ।
Report : Bijay ku sahu
Edited by k.s thakur...



