ହାଇସ୍କୁଲ ପରୀକ୍ଷାରେ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପଦ୍ମପୁର ର ଶତପ୍ରତିଶତ ଫଳାଫଳ...

ହାଇସ୍କୁଲ ପରୀକ୍ଷାରେ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପଦ୍ମପୁର ର ଶତପ୍ରତିଶତ ଫଳାଫଳ...


ପଦ୍ମପୁର,୩/୦୫ : ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ପଦ୍ମପୁର ର ବିଗତ ଶିକ୍ଷାବର୍ଷରେ ହାଇସ୍କୁଲ ପରୀକ୍ଷାରେ ସଫଳତାର ଶତପ୍ରତିଶତ ଫଳାଫଳ ରଖିଛି।

Ad..


A1ରେ ୫ ଜଣ ଗଜେନ୍ଦ୍ର ମହାରଣା ୫୬୬ ମାର୍କ ୯୪.୩୩ %, ଲୋକପାଳ ପ୍ରଧାନ ୫୫୫ମାର୍କ ୯୨.୫୦%,ଗୋଲଡି ବେହେରା ୫୪୯ମାର୍କ ୯୧.୫୦%, ସ୍ଵସ୍ତିକ ବିଶି ୫୪୪ ମାର୍କ ୯୦.୬୬%,ଖୋଲଣା ମଞ୍ଜରୀ ସାହା ୫୪୦ ମାର୍କ ୯୦% ରଖି ଉର୍ତ୍ତିର୍ଣ୍ଣ ହୋଇଛନ୍ତି।

        Ad..


A2 -୦୮ ଜଣ,B1-୧୪ ଜଣ ,B2 -୨୮ ଜଣ , C- ୦୯ ଜଣ,D- ୦୨ ଜଣ ଏହିପରି ଭାବରେ ସଫଳତାର ସହ ୬୬ଜଣ  ଶତପ୍ରତିଶତ ଫଳାଫଳ ରଖି ବିଦ୍ୟାଳୟ କୁ ଗୌରବାନ୍ବିତ କରିଥିବା ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ପ୍ରଧାନ ଆଚାର୍ଯ୍ୟ ଗୁରୁଜୀ ଗୁରୁମା ଅଭିଭାବକ ଅଭିଭାବିକା ପରିଚାଳନା କମିଟୀର ସଭ୍ୟ ସଭ୍ୟା  ଶୁଭେଚ୍ଛା ଜଣାଇବା ସହ ସମସ୍ତଙ୍କର ଶ୍ରେୟ ରହିବା ସହ ଖୁସିର ଲହରୀ ଖେଳି ଯାଇଛି।


Report : Bijay ku sahu

Edited by k.s thakur...

Post a Comment

Previous Post Next Post