ବିଶ୍ୱରେ ଗୋଟିଏ ଜଗନ୍ନାଥ ଧାମ, ସେ ହେଉଛି ପୁରୀ: ସମ୍ବିତ ପାତ୍ର...

ବିଶ୍ୱରେ ଗୋଟିଏ ଜଗନ୍ନାଥ ଧାମ, ସେ ହେଉଛି ପୁରୀ: ସମ୍ବିତ ପାତ୍ର...


ଭୁବନେଶ୍ଵର,୦୩/୦୫ : ପଶ୍ଚିମବଙ୍ଗର ଦୀଘାରେ ଶ୍ରୀଜଗନ୍ନାଥ ମନ୍ଦିରକୁ ‘ଜଗନ୍ନାଥ ଧାମ’ କହିବା ବିବାଦକୁ ନେଇ ପ୍ରତିକ୍ରିୟା ରଖି ପୁରୀ ସାଂସଦ ସମ୍ବିତ ପାତ୍ର ଦୃଢ଼ ପ୍ରତିବାଦ କରିଛନ୍ତି।

         Ad..


ସେ କହିଛନ୍ତି ଯେ ସାରା ବିଶ୍ୱରେ ଗୋଟିଏ ଜଗନ୍ନାଥ ଧାମ ରହିଛି। ଜଗନ୍ନାଥ ଧାମ କହିଲେ କେବଳ ପୁରୀକୁ ବୁଝାଏ । ବିଶ୍ୱରେ ଚାରି ଧାମ ମଧ୍ୟରୁ ଗୁରୁତ୍ୱପୂର୍ଣ୍ଣ ଜଗନ୍ନାଥ ଧାମ ପୁରୀ । ଅନ୍ୟ କୌଣସି ସ୍ଥାନକୁ ଜଗନ୍ନାଥ ଧାମ କୁହାଯାଇ ପାରିବ ନାହିଁ।

        Ad..


କିନ୍ତୁ ଇତିମଧ୍ୟରେ ଦୀଘାକୁ ଜଗନ୍ନାଥ ଧାମ କହିବା ଆରମ୍ଭ କରିଛନ୍ତି ପଶ୍ଚିମବଙ୍ଗ ସରକାର। କହିରଖୁଛୁ ଯେ, ଜଗନ୍ନାଥ ଧାମ ନାମକରଣ ଦେବା ଓ ବ୍ରହ୍ମ ସ୍ଥାପନ କଥାକୁ ନେଇ ପୁରୀରେ ସେବାୟତ ମାନେ ଏହାର ତୀବ୍ର ବିରୋଧ କରିଛନ୍ତି।



Edited by k.s thakur...


Post a Comment

Previous Post Next Post