ଖର୍ଲି ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଅନୁଷ୍ଠିତ...
କଣ୍ଟାବାଞ୍ଜି,୧୩/୦୪ : ତୁରେକେଲା ବ୍ଳକ ଅନ୍ତର୍ଗତ ଗଇନ୍ଦିମାଲ ଆଞ୍ଚଳିକ ସାଧନ କେନ୍ଦ୍ରର ଖର୍ଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଓ ଆମ ସଂସ୍କୃତି ଆମ ଖେଳନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
Ad..
ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ଆଦର୍ଶ ଶିକ୍ଷୟିତ୍ରୀ ଅଞ୍ଜଳି ମାଝୀ,ମୁଖ୍ୟ ବକ୍ତା ଭାବରେ ଗୋବିନ୍ଦ ହିଆଲ, ସମ୍ମାନିତ ଅତିଥି ଭାବରେ ପ୍ରଶେଶ୍ୱର ଭଇଁଷାଲ,ସୂଚିସ୍ମିତା ଦାସ,ବୈବସୁତ ବାଗ, ସରୋଜ ମେହେର, ବଳଦେବ ସୁନା,ନାନୁ ଶବର,ସୁଧାଂଶୁ ଖମାରୀଯୋଗ ଦେଇଥିଲେ।
ଭୀଷ୍ମ କଟା ମଞ୍ଚ ପରିଚାଳନା ଓ ପ୍ରଧାନ ଶିକ୍ଷକ ଅନନ୍ତ ଟାକ୍ରି ଧନ୍ୟବାଦ ଅର୍ପଣ କରିଥିଲେ।ଛାତ୍ରଛାତ୍ରୀ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା।ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ସନ୍ତୋଷିନୀ ନାଏକ,ରଶ୍ମିତା ବେହେରା,ରେଖା ପ୍ରଧାନ,ଛାୟାକାନ୍ତ ସେଠ,ରୁପଧର ବାଗ ସହଯୋଗ କରିଥିଲେ।
Edited by k.s thakur...


