ପଦ୍ମପୁର କଣ୍ଟାପଡା ଠାରେ ମାଂ ମଙ୍ଗଳାଙ୍କ ଝାମୁଯାତ୍ରା ଅନୁଷ୍ଠିତ...

ପଦ୍ମପୁର କଣ୍ଟାପଡା ଠାରେ ମାଂ ମଙ୍ଗଳାଙ୍କ ଝାମୁଯାତ୍ରା ଅନୁଷ୍ଠିତ...


ପଦ୍ମପୁର,୧୨/୦୪ : ଆଜି ଚୈତ୍ର ପୁର୍ଣିମା ଶନିବାର ଦିନ ପଦ୍ମପୁର କଣ୍ଟାପଡା ଠାରେ ମାଂ ମଙ୍ଗଳାଙ୍କ ଝାମୁଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏଥିରେ ପଣ୍ଡିତ ଦେବେନ୍ଦ୍ର ତ୍ରିପାଠୀ ଏବଂ ସହଯୋଗୀ ମାନେ ପୂଜାର୍ଚନା ଏବଂ ଚଣ୍ଡୀପାଠ ଆରମ୍ଭ କରିଥିଲେ। 

Ad..


ସମ୍ବଲପୁର ସିନ୍ଦୁରପଙ୍ଖ ପାଖ ଖଇରପାଲି ର ମୀନକେତନ ମେହେର ଏବଂ  ତାଙ୍କ ଧର୍ମ ପତ୍ନୀ ଗୀତାଞ୍ଜଳି ମେହେର  ତାଳଚେର ରୁ ଆଗତ ଭଜରାଜ ବଳସାମନ୍ତ ଓ ତାଙ୍କ ଧର୍ମପତ୍ନୀ ସଂଯୁକ୍ତା ବଳ ସାମନ୍ତ କର୍ତ୍ତା ଦାୟିତ୍ୱ ତୁଳାଇଥିଲେ।ସକାଳ ଘ.୭.୦ ଟାରେ ପୂଜା ଆରମ୍ବ ହୋଇ ଥିଲା ଏବଂ  ବୈଲଯାତ୍ରା  ହୋଇ ହଜାର ଲୋକଙ୍କ ସମାଗମ ହୋଇ ସମସ୍ତ ଙ୍କ ପାଇଁ ଅନ୍ନ  ପ୍ରସାଦ ସେବନ ର ବ୍ୟବସ୍ଥା ହୋଇଥିଲା।



Report : Bijay ku sahu 

Edited by k.s thakur...

Post a Comment

Previous Post Next Post