୨୮ ରୁ ମାରୱାଡ଼ି ୟୁବା ମଞ୍ଚ ବିକାଶ ଶାଖା ପକ୍ଷରୁ କୃତ୍ରିମ ଅଙ୍ଗ ପ୍ରତ୍ୟାରୋପଣ ଶିବିର...

୨୮ ରୁ ମାରୱାଡ଼ି ୟୁବା ମଞ୍ଚ ବିକାଶ ଶାଖା ପକ୍ଷରୁ କୃତ୍ରିମ ଅଙ୍ଗ ପ୍ରତ୍ୟାରୋପଣ ଶିବିର...


କଣ୍ଟାବାଞ୍ଜି,୨୪/୦୪ : କଣ୍ଟାବାଞ୍ଜି ମାରୱାଡ଼ି ୟୁବା ମଞ୍ଚ ବିକାଶ ଶାଖା ପକ୍ଷରୁ ଅନେକ ଜନହିତକର କାର୍ଯ୍ୟକ୍ରମ ହୋଇ ଆସୁଅଛି। ସେହିପରି ଆସନ୍ତା ଏପ୍ରିଲ ୨୮, ୨୯ ଦିନ କଣ୍ଟାବାଞ୍ଜି ସ୍ଥିତ ଗୁଜରାତି ସମାଜ ଭବନ ଠାରେ ୨ ଦିନିଆ ନିଃଶୁଳ୍କ କୃତ୍ରିମ ଅଙ୍ଗ ପ୍ରତ୍ୟାରୋପଣ ଶିବିର ଅନୁଷ୍ଠିତ ହେବାକୁ ଯାଉଛି। 

Ad..


ଏନେଇ ମାରୱାଡ଼ି ୟୁବା ମଞ୍ଚ ବିକାଶ ଶାଖା ପକ୍ଷରୁ ଗୋଟିଏ ବୈଠକ ଅନୁଷ୍ଠିତ ହୋଇଯାଇଛି।ଶିବିରକୁ ଆସିବାକୁ ଥ‌ିବା ସମସ୍ତ ରୋଗୀ ଏବଂ ତାଙ୍କ ସହିତ ଥୂବା ଜଣେ ସହଯୋଗୀଙ୍କ ରହିବା ତଥା ଖାଇବା ବ୍ୟବସ୍ଥା କରାଯାଇଛି। 

ବୈଠକରେ ସଭାପତି ନିଲ ଅଗ୍ରୱାଲ, ସମ୍ପାଦକ ନବନିତ ଅଗ୍ରୱାଲ, କାର୍ଯ୍ୟକ୍ରମ ସଂଯୋଜକ ମନୀଷ ଜୈନ, ଅନୁପ ଜୈନ, ନାରାୟଣ ଜିନ୍ଦଲ ପ୍ରମୁଖ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲ। ନାମ ପଞ୍ଜିକରଣ ପାଇଁ ଆଶିଷ ଖଇତାନ ୯୯୩୭୧୯୩୬୮୦, ଆକାଶ ଜୈନ ରାଧ କରାଯାଇଛି ୯୪୩୭୪୨୯୮୧୮ଙ୍କ ସହ ଯୋଗାଯୋଗ କରିବାକୁ କୁ ଅନୁରୋଧ କରାଯାଇଛି।



Edited by k.s thakur...





Post a Comment

Previous Post Next Post