ହନୁମାନ ମନ୍ଦିରରେ ପଣା ସଂକ୍ରାନ୍ତି ପାଳିତ...
ବଙ୍ଗୋମୁଣ୍ଡା,୧୪/୦୪ : ମୁରିବାହାଲ ବ୍ଲକ ଗୋଇମୁଣ୍ଡ ପଞ୍ଚାୟତର ଗୁରୁଣ୍ଡା-ଭୋଇପଡା ଗ୍ରାମର ବୁଲାଣି ନିକଟସ୍ଥ ହନୁମାନ ମନ୍ଦିରରେ ମହାବିଷୁବ ସଂକ୍ରାନ୍ତି ଓ ଓଡିଆ ନବବର୍ଷ ସହ ହନୁମାନ ଜୟନ୍ତୀ ଆଡ଼ମ୍ବର ସହକାରେ ପାଳିତ ହୋଇଯାଇଛି।
Ad..
ଗୋଇମୁଣ୍ଡ ସରପଞ୍ଚ ତଥା ଯୁବ ନେତା କାଳିଆ ସରାଫ ଙ୍କ ତତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଗୁରୁଣ୍ଡା,ଭୋଇପଡା ଗ୍ରାମର ବହୁ ଯୁବ କର୍ମୀ ଉପସ୍ଥିତ ଥିଲେ।
Ad..
ଏହି ଅବସରରେ ପଣା ପ୍ରସ୍ତୁତ କରି ଶହ ଶହ ଲୋକଙ୍କୁ ବିତରଣ କରାଯାଇଥିଲା।
Edited by k.s thakur...



