ଗନ୍ଧର୍ଲା ରାଜସ୍ୱ ସର୍କଲ ଗଣ୍ଡା ସମାଜ ପକ୍ଷ ରୁ ୧୩୪ ତମ ଆମ୍ବେଦକର ଜୟନ୍ତୀ ପାଳିତ...
ବଙ୍ଗୋମୁଣ୍ଡା,୧୪/୦୪ : ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଗନ୍ଧର୍ଲା ରାଜସ୍ୱ ସର୍କଲ ଗଣ୍ଡାସମାଜ ପକ୍ଷ ରୁ ୧୩୫ ତମ ଆମ୍ବେଦକର ଜୟନ୍ତୀ ପାଳନ ନେଇ ଏକ ମୋଟର ସାଇକେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଅଛି।
Ad..
ଶୋଭାଯାତ୍ରା ରେ ଯୁବ ଗୋଷ୍ଠୀ ସାମିଲ ହୋଇ ବାବା ସାହେବ୍ ଭୀମ ରାଓ ଆମ୍ବେଦକରଙ୍କ ସ୍ଲୋଗାନ ଦେଇ ଅଞ୍ଚଳ ପରିକ୍ରମା କରିଥିଲା।
Ad..
ଏହି ଶୋଭାଯାତ୍ରା କୁ ପାଳନ କମିଟି ସଭାପତି ଫେରନ୍ତ ଜାଲ,ପ୍ରଦୀପ ଜାଲ , ଶୁଭମ , ଅମରେନ୍ଦ୍ର ନନ୍ଦ , ସଞ୍ଜୟ ଶିକା ସମେତ ଶତାଧିକ ଯୁବ ଗୋଷ୍ଠୀ ସାମିଲ ହୋଇଥିଲେ।
Edited by k.s thakur...



