ଆଜି ଠାରୁ ଆରମ୍ଭ ହେବାକୁ ଯାଉଛି କଣ୍ଟାବାଞ୍ଜି ମାଟିର୍ ମହୋତ୍ସବ...

ଆଜି ଠାରୁ ଆରମ୍ଭ ହେବାକୁ ଯାଉଛି କଣ୍ଟାବାଞ୍ଜି ମାଟିର୍ ମହୋତ୍ସବ...


କଣ୍ଟାବାଞ୍ଜି,୧୦/୦୩ : ବଲାଙ୍ଗିର ଜିଲ୍ଲା ର କଣ୍ଟାବାଞ୍ଜି ସହର ର ରେଲବାଇ ଖେଳ ପଡ଼ିଆ ଠାରେ ଆଜି ଠାରୁ ଆରମ୍ଭ ହୋଇ ୩ ଦିନ ଧରି ଆୟୋଜିତ ହେବାକୁ ଯାଉଛି କଣ୍ଟାବାଞ୍ଜି ମାଟିର୍ ମହୋତ୍ସବ। 

Ad..


ସେଥି ପାଇଁ ଆୟୋଜକ କମିଟି ପକ୍ଷରୁ ଆଜି ସୋମବାର ସକାଳ ୯ ଟା ସମୟ ରେ କଣ୍ଟାବାଞ୍ଜି ଦ୍ବାରସନୀ ମନ୍ଦିର ରେ ପୂଜାର୍ଚ୍ଚନା କରିବା ପରେ ଏକ ବିରାଟ ସାଂସ୍କୃତିକ ଶୋଭାଯାତ୍ରା ସହର ର ମୁଖ୍ୟ ମାର୍ଗ ଦେଇ ରେଳବାଇ ଖେଳ ପଡିଆ ରେ ପହଞ୍ଚି ଥିଲା।

     Ad..


ଆଜି ଠାରୁ ଆରମ୍ଭ ହେବାକୁ ଥିବା ଏହି ମହୋତ୍ସବ ରେ ରାଜ୍ଯ ତଥା ରାଜ୍ଯ ବାହାର ରୁ ଅନେକ କଳାକାର ଆସି ତାଙ୍କ କଳା ପ୍ରଦର୍ଶନ କରିବେ ସମ୍ବଲପୁରୀ ନାଚ ଗୀତ ତାଳେ ମଞ୍ଚ ଦୁଲ୍କିବା ଏବଂ ଅଞ୍ଚଳ ଅନେକ ପ୍ରତିଭା ଏହି ମଞ୍ଚରେ ସମ୍ବନ୍ଧିତ ହେବେ ବୋଲି କମିଟି ପକ୍ଷରୁ ସୂଚନା ଦିଆ ଯାଇଛି।



Edited by k.s thakur...

Post a Comment

Previous Post Next Post