ଭୁବନେଶ୍ୱର ରେଳ ଷ୍ଟେଶନରେ ବାଂଲାଦେଶୀ ଗିରଫ, ବିନା ପାସପୋର୍ଟ ଓ ଭିସାରେ କରୁଥିଲେ ଯାତ୍ରା...

ଭୁବନେଶ୍ୱର ରେଳ ଷ୍ଟେଶନରେ ବାଂଲାଦେଶୀ ଗିରଫ, ବିନା ପାସପୋର୍ଟ ଓ ଭିସାରେ କରୁଥିଲେ ଯାତ୍ରା...


ଭୁବନେଶ୍ୱର,୦୯/୦୩ : ଭୁବନେଶ୍ୱର ରେଲୱେ ଷ୍ଟେଶନରୁ ୧୦ ବାଂଲାଦେଶୀଙ୍କୁ ଗିରଫ କରିଛି ପୋଲିସ। ଦିବ୍ରୁଗଡ଼-ଚେନ୍ନାଇ ଏକ୍ସପ୍ରେସ୍ରୁ ବାଂଲାଦେଶୀଙ୍କୁ ଗିରଫ କରିଛି ଏସଟିଏଫ୍।

Ad..


ଏମାନଙ୍କ ନିକଟରେ କୌଣସି ଭିସା କିମ୍ବା ପାସପୋର୍ଟ ନ ଥିବା ଜଣାପଡ଼ିଛି । ବିନା ଭିସା ଓ ପାସପୋର୍ଟରେ ଆସାମରେ ପ୍ରବେଶ କରିଥିବା ସୂଚନା ମିଳିଛି। ଗିରଫ ପରେ ସେମାନଙ୍କ ଯାଞ୍ଚ ଚାଲିଛି।

    Ad..


ଓଡ଼ିଶାର ଅନେକ ଅଞ୍ଚଳରେ ବାଲାଂଦେଶୀମାନେ ଅନୁପ୍ରବେଶ କରିବା ସହ ପରିବାର ସହ ରହୁଛନ୍ତି । କିଛି ବାଂଲାଦେଶୀ ଫେରି ବେପାର ମଧ୍ୟ କରୁଥିବାର ଦେଖିବାକୁ ମିଳିଛି।



Edited by k.s thakur...





Post a Comment

Previous Post Next Post