ଓଡିଶା ସରକାରୀ ଆଉଟସୋର୍ସିଙ୍ଗ କର୍ମଚାରୀ ମହାସଂଘ ବରଗଡ଼ ଜିଲ୍ଲା ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଦାବିପତ୍ର ପ୍ରଦାନ...
ବରଗଡ଼,୧୩/୦୩ : ଓଡିଶା ସରକାରୀ ଆଉଟସୋର୍ସିଙ୍ଗ କର୍ମଚାରୀ ମହାସଂଘ ବରଗଡ଼ ଜିଲ୍ଲା ପକ୍ଷରୁ ବୁଧବାର ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ବରଗଡ଼ ଜିଲ୍ଲାପାଳଙ୍କୁ ଜିଲ୍ଲାପାଳ କାର୍ଯ୍ୟାଳୟରେ ଦାବିପତ୍ର ପ୍ରଦାନ କରାଯାଇଛି।
Ad..
ଆଉଟସୋର୍ସିଙ୍ଗ କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି, ପୂର୍ଵ ସରକାର ସମୟରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କୁ ପୁଣି କାର୍ଯ୍ୟରେ ନିୟୋଜିତ କରିବା, କର୍ମଚାରୀଙ୍କ ମତ ପାର୍ଥକ୍ୟକୁ ସମାନରେ ଆଣିବା ଦାବି କରାଯାଇଛି ।
Ad..
କର୍ମଚାରୀ ମାନଙ୍କୁ ଦୀର୍ଘ ବର୍ଷ ଧରି ଅଣଦେଖା କରାଯାଉଥିବା ବେଳେ ଦାବି ପୂରଣ ନ ହେଲେ ଆସନ୍ତା 17 ତାରିଖରୁ 21 ତାରିଖ ପର୍ଯ୍ୟନ୍ତ କଳାବ୍ୟାଜ ପିନ୍ଧି କାର୍ଯ୍ୟ କରିବା ସହ 24 ତାରିଖ ଭୁବନେଶ୍ୱର ପି. ଏମ. ଜି ଛକରେ ଦାବି ଜଣାଇବେ ବୋଲି ଜଣାଇଛନ୍ତି।
Report : Bijay ku sahu
Edited by k.s thakur...



