ରାଷ୍ଟ୍ରୀୟ କବି ସଂଗମ ର ପ୍ରସ୍ତୁତି ବୈଠକ, ନୂତନ ସଦସ୍ୟ ମାନଙ୍କ ଯୋଗଦାନ...

ରାଷ୍ଟ୍ରୀୟ କବି ସଂଗମ ର ପ୍ରସ୍ତୁତି ବୈଠକ, ନୂତନ ସଦସ୍ୟ ମାନଙ୍କ ଯୋଗଦାନ...


ବରଗଡ଼,୨୨/୦୩ : ଆଜି ସ୍ଥାନୀୟ ହିନ୍ଦୀ ବାଳକ ଉଚ୍ଚ ବିଦ୍ୟାଳୟ ଠାରେ ଆଗାମୀ ୨୯ ମାର୍ଚ୍ଚ ରେ ହେବାକୁ ଥିବା ରାଷ୍ଟ୍ରୀୟ ନବବର୍ଷ ଉପଲକ୍ଷେ  ରାଷ୍ରିୟ କବି ସଂଗମ ବରଗଡ଼ ନଗର ଇକାଇ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଅଛି।

Ad..



ଆଜିର ପ୍ରସ୍ତୁତି ବୈଠକ କାର୍ଯ୍ୟକ୍ରମରେ ନୂତନ ସଦସ୍ୟ ମାନଙ୍କ ଯୋଗଦାନ ଏବଂ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା।ଏଥିରେ ସଭାପତି ଅଭିଜିତ କ୍ରୀଷ୍ଣା ପ୍ରତିହାର, ଉପଦେଷ୍ଟା ସର୍ଦାର ପ୍ରୀତମ ସିଂ,ମହାମନ୍ର୍ତୀ ଖୁସବୁ ଶର୍ମା,ମିଡିଆ ପ୍ରଭାରୀ ଗୋପବନ୍ଧୁ ପୁରୋହିତ, ବରିଷ୍ଠ ସଦସ୍ୟ ସଦାଶିବ କର, ପ୍ରଦୀପ କୁମାର ମିଶ୍ର,ତରଣିସେନ ଗୁରୁ, ଏବଂ ଅନ୍ୟାନ୍ୟ ସଦସ୍ୟ କବିତା ପାଠ କରିଥିଲେ। ଶେଷରେ ତୁଳସୀ ଚରଣ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।

      Ad..




Report : Bijay ku sahu

Edited by k.s thakur...



Post a Comment

Previous Post Next Post