ବିଶ୍ଵ ଜଳ ଦିବସ ରେ ଜଳ ସୁରକ୍ଷା ପାଇଁ ସଂକଳ୍ପ ନେଲେ ଛାତ୍ର ଛାତ୍ରୀ...

ବିଶ୍ଵ ଜଳ ଦିବସ ରେ ଜଳ ସୁରକ୍ଷା ପାଇଁ ସଂକଳ୍ପ ନେଲେ ଛାତ୍ର ଛାତ୍ରୀ...


ବରଗଡ଼,୨୨/୦୩ : ବରଗଡ଼ ରାଣା ପ୍ରତାପ ସ୍କୁଲ  ୟୁଥ୍ ଏଣ୍ଡ ଇକୋ କ୍ଲବ୍ ଆନୁକୁଲ୍ୟରେ ବିଶ୍ୱଜଳ ଦିବସ ପାଳିତ ହୋଇ ଯାଇଛି ।ପ୍ରଧାନ ଶିକ୍ଷକ ସୂ ଦୀପ କୁମାର ରଥ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଟିତ ଏହି କାର୍ଯ୍ୟକ୍ରମ ରେ ୟୁଥ୍ ଏଣ୍ଡ ଇକୋ କ୍ଲବ୍ ର ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଜଳ ସୁରକ୍ଷା ସମ୍ବନ୍ଧ ରେ ସ୍ଲୋଗାନ ପ୍ରତିଯୋଗିତା ଅନୁଷ୍ଟିତ ହୋଇ ଥିବା ବେଳେ  "ଜଳ ହିଁ ଜୀବନ" ଆଲୋଚନା ଅନୁଷ୍ଟିତ ହୋଇଥିଲା। 

Ad..


ଛାତ୍ରୀ ରିତିକା ସା,ସୌଦାମିନୀ ଗଡତିଆ,ଅଞ୍ଜଳି ମହାରଣା ,କ୍ରିଷ୍ଟିନା ମେହେର ଶିବାନୀ ମେହେର ଆଶିଷ ନାଏକ ପ୍ରମୁଖ ଆଲୋଚନା ରେ ଅଂଶ ଗ୍ରହଣ କରି ବକ୍ତବ୍ୟ ଉପସ୍ଥାପନ କରିଥିଲେ ।ଏହି ଅବସର ରେ ଛାତ୍ର ଛାତ୍ରୀ ଜଳ ସୁରକ୍ଷା ପାଇଁ ସାମୂହିକ ସଂକଳ୍ପ ନେଇଥିଲେ ।

     Ad..





Report : Bijay ku sahu

Edited by k.s thakur...

Post a Comment

Previous Post Next Post