ଏପ୍ରିଲ ୩ ରେ ହେବ ସିରଜିନା ମହୋତ୍ସବ...
ବରଗଡ଼,୦୨/୦୩ : ରବିବାର ଦିନ ସକାଳ ୧୦ ଘଟିକା ସମୟରେ ଶ୍ରୀଯୁକ୍ତ ଭୋଜ ରାଜ ବୁଡ଼େକ୍ ଙ୍କ ଅଧ୍ୟକ୍ଷତା ରେ କଚେରୀ ପରିସର ରେ ସିର୍ଜିନା ମହୋତ୍ସବ ର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଅଛି।
Ad..
ଉକ୍ତ ବୈଠକରେ ଆସନ୍ତା ଏପ୍ରିଲ ମାସର 3ତାରିଖ ରେ ଭେଉଁରିଆ ଗ୍ରାମରେ ହେବ ବୋଲି ସ୍ଥିର କରାଯାଇଥିଲା। ଉକ୍ତ ଦିନ କବିତା ପାଠ, ଆଲୋଚନା ଚକ୍ର ,ନୃତ୍ୟ, ନାଟକ କରାଯିବ ବୋଲି ଆଲୋଚନା ହେଲା।
ଶ୍ରୀ ନିରଞ୍ଜନ ପଟେଲ ଙ୍କୁ ସଂଯୋଜକ ଦାୟିତ୍ଵ ଦିଆ ଗଲା। ମା ମାନଙ୍କର ଝୋଟି ପ୍ରତି ଯୋଗୀତା, ଶିଶୁ ମାନଙ୍କର ନୃତ୍ୟ ପ୍ରତି ଜୋଗିତା କରାଯିବ ବୋଲି ସମ୍ପାଦକ ଶ୍ରୀ ରାଜେନ୍ଦ୍ର କୁମାର ମହାନ୍ତି ସୂଚନା ପ୍ରଦାନ କଲେ। ଏହି ବୈଠକ ରେ ଶ୍ରୀ ପ୍ରମୋଦ ଚନ୍ଦ୍ର ନାଥ, ଡ ଅବନୀ କାନ୍ତ ସାହୁ ଶ୍ରୀ ସୁବାସ ଚନ୍ଦ୍ର ସାହୁ, ସୁଶ୍ରୀ ରଞ୍ଜୁଲତା ସାହୁ, ଶ୍ରୀ ସନାତନ ବାରିକ କୁଞ୍ଜ ବିହାରୀ ସରାଫ ଓ ଗଦାଧର ନିଆଲ ପ୍ରମୁଖ ଯୋଗ ଦାନ କରି ଥିଲେ। ଶେଷ ରେ ଶ୍ରୀ ଅବନୀ କାନ୍ତ ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ।
Report : Bijay ku sahu
Edited by k.s thakur...


