ନୂଆ ନିର୍ବାହୀ ଅଧିକାରୀ ଙ୍କୁ ଭେଟିଲା ବରଗଡ ନାଗରିକ ମଞ୍ଚ...

ନୂଆ ନିର୍ବାହୀ ଅଧିକାରୀ ଙ୍କୁ ଭେଟିଲା ବରଗଡ ନାଗରିକ ମଞ୍ଚ...


ବରଗଡ଼,୧୨/୦୨ : ବରଗଡ଼ ପୌର ପରିଷଦ ରେ ନୂତନ ଭାବେ ଯୋଗ ଦେଇ ଥିବା ନିର୍ବାହୀ ଅଧିକାରୀ ଦେବାନନ୍ଦ ସାହୁ ଙ୍କୁ ସାକ୍ଷାତ କରିଛି ବରଗଡ଼ ନାଗରିକ ମଞ୍ଚ। 

            Ad..


ସହର ର ମୁଖ୍ୟ ସମସ୍ୟା ଯଥା ସଫେଇ, ଶୌଚାଳୟ,ମଶା ତୈଳ ଛିଞ୍ଚନ, ଷ୍ଟ୍ରିଟ ଲାଇଟ, ଡ୍ରେନେଜ, ରାସ୍ତା ଓ ଜବର ଦଖଲ ଉଚ୍ଛେଦ କୁ ତ୍ୱରାନ୍ୱିତ କରିବା ପାଇଁ ମଞ୍ଚ ର ସଦସ୍ୟ ମାନେ ଆଲୋଚନା କରିଥିଲେ। 

ବରଗଡ ନାଗରିକ ମଞ୍ଚ ର ଭବାନୀ ସାହୁ, ଶୟନ ପଣ୍ଡା, ନିଖିଳ ପାଣିଗ୍ରାହୀ, ସରୋଜ ନାଏକ, ଫିରୋଜ ଖାନ ପ୍ରମୁଖ ଉପସ୍ଥିତ ଥିଲେ।



Report : Bijay ku sahu

Edited by k.s thakur...

Post a Comment

Previous Post Next Post