ମଣ୍ଡିରୁ ଉଠୁନି ଧାନ, ରାଜ୍ୟ ରାଜପଥ ଅବରୋଧ କଲେ ଚାଷୀ...

ମଣ୍ଡିରୁ ଉଠୁନି ଧାନ, ରାଜ୍ୟ ରାଜପଥ ଅବରୋଧ କଲେ ଚାଷୀ...


ନୀଳଗିରି,୨୨/୦୨ : ମଣ୍ଡିରୁ ଉଠୁନି ଧାନ, ରାଜ୍ୟ ରାଜପଥ ଅବରୋଧ କଲେ ଚାଷୀ। ଛତ୍ରପୁର ମଣ୍ଡିରେ ଧାନକିଣାରେ ଅନିୟମିତତାକୁ ନେଇ ୧୯ ନଂ ରାଜ୍ୟ ରାଜପଥ ଶେରଗଡ ଝରଣାଘାଟି ରାସ୍ତାର ଛତ୍ରପୁର ଛକରେ ଧାନବସ୍ତା ରଖି ରାସ୍ତାରୋକ କରିଛନ୍ତି ୧୦ରୁ ଊର୍ଦ୍ଧ୍ବ ଗ୍ରାମର ଚାଷୀ। 

Ad..


ଯେଉଁ ଚାଷୀମାନେ ଧାନ ଦେଉଛନ୍ତି ସେମାନଙ୍କର ଅତ୍ୟଧିକ ମାତ୍ରାରେ କଟନି ଛଟନି କରାଯାଉଛି।  ମଣ୍ଡିରେ ଅନେକ ସମସ୍ୟା ନେଇ ଆଜି ରାଜ୍ୟ ରାଜପଥକୁ ଅବରୋଧ କରିଛନ୍ତି ଚାଷୀମାନେ। ଧାନକିଣାରେ ସ୍ୱଚ୍ଛତା ନେଇ ସରକାରଙ୍କୁ ପ୍ରଶ୍ନ କରିଛନ୍ତି ଚାଷୀ। 

    Ad..


ଯଦି ଚାଷୀଙ୍କ ସମସ୍ୟାର ସମାଧାନ ନ ହୁଏ ଏ ଧାରଣା ହଟିବନହିଁ ବୋଲି ପ୍ରଶାସନକୁ ଚେତାବନୀ ଦେଇଛନ୍ତି। ଘଟଣା ସ୍ଥଳରେ ବରହମପୁର ପୁଲିସ ଓ ନୀଳଗିରି ଏସଡିପିଓ ପ୍ରମୋଦ ମହାଳିକ ପହଞ୍ଚି ସ୍ଥିତି ଅନୁଧାନ କରିଛନ୍ତି।

ଯେଉଁ ଚାଷୀମାନେ ଧାନ ଦେଉଛନ୍ତି ସେମାନଙ୍କର ଅତ୍ୟଧିକ ମାତ୍ରାରେ କଟନି ଛଟନି କରାଯାଉଛି।  ମଣ୍ଡିରେ ଅନେକ ସମସ୍ୟା ନେଇ ଆଜି ରାଜ୍ୟ ରାଜପଥକୁ ଅବରୋଧ କରିଛନ୍ତି ଚାଷୀମାନେ। ଧାନକିଣାରେ ସ୍ୱଚ୍ଛତା ନେଇ ସରକାରଙ୍କୁ ପ୍ରଶ୍ନ କରିଛନ୍ତି ଚାଷୀ। ଯଦି ଚାଷୀଙ୍କ ସମସ୍ୟାର ସମାଧାନ ନ ହୁଏ ଏ ଧାରଣା ହଟିବନହିଁ ବୋଲି ପ୍ରଶାସନକୁ ଚେତାବନୀ ଦେଇଛନ୍ତି। 

ଘଟଣା ସ୍ଥଳରେ ବରହମପୁର ପୁଲିସ ଓ ନୀଳଗିରି ଏସଡିପିଓ ପ୍ରମୋଦ ମହାଳିକ ପହଞ୍ଚି ସ୍ଥିତି ଅନୁଧ୍ୟାନକରିଛନ୍ତି। ସୂଚନା ଯୋଗ୍ୟ ମାଟିଆଳୀ ଲ୍ୟାମ୍ପ ଅଧିୀନରେ ଥିବା ଛତ୍ରପୁର ଶାଖା ଧାନମଣ୍ଡିରେ ଚାଷୀଙ୍କୁ ଧାନ ଟୋକନ ଦିଆଯାଇ ଆଖି ସ୍କାନ କରାଯାଇଥିଲା। କିନ୍ତୁ ଜାନୁଆରୀ ମାସ ୮ ତାରିଖରେ ଟୋକନ ଦିଆଯାଇଥିବା ଚାଷୀଙ୍କ ଧାନ ଆଜି ପର୍ଯ୍ୟନ୍ତ ଉଠିନାହିଁ।

ସୂଚନା ଯୋଗ୍ୟ ମାଟିଆଳୀ ଲ୍ୟାମ୍ପ ଅଧିୀନରେ ଥିବା ଛତ୍ରପୁର ଶାଖା ଧାନମଣ୍ଡିରେ ଚାଷୀଙ୍କୁ ଧାନ ଟୋକନ ଦିଆଯାଇ ଆଖି ସ୍କାନ କରାଯାଇଥିଲା। କିନ୍ତୁ ଜାନୁଆରୀ ମାସ ୮ ତାରିଖରେ ଟୋକନ ଦିଆଯାଇଥିବା ଚାଷୀଙ୍କ ଧାନ ଆଜି ପର୍ଯ୍ୟନ୍ତ ଉଠିନାହିଁ।




Edited by k.s thakur...

Post a Comment

Previous Post Next Post