ରାଜ୍ୟ ସରକାରଙ୍କ ବଡ଼ ଘୋଷଣା; ଓଡ଼ିଶାରେ ମାଣ୍ଡିଆରୁ ପ୍ରସ୍ତୁତ ହେବ ମଦ...
ଭୁବନେଶ୍ୱର,୨୨/୦୨ : ଏଣିକି ମାଣ୍ଡିଆ ଓ ବାଜରାରୁ ପ୍ରସ୍ତୁତ ହେବ ମଦ। ଏଥିପାଇଁ ଆଗ୍ରହୀ ମଦ ତିଆରି କମ୍ପାନୀକୁ ସବସିଡି ଯୋଗାଇବେ ରାଜ୍ୟ ସରକାର। ସେହିପରି ବିଦେଶକୁ ରପ୍ତାନୀ ହେବ ମହୁଲି।
Ad..
୨୦୨୫-୨୬ ଅବକାରୀ ପଲିସିକୁ ନେଇ ଅବକାରୀମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏଭଳି ଯୋଜନା ପ୍ରସ୍ତୁତ କରାଯାଇଛି।
Ad..
ମଦ ପ୍ରସ୍ତୁତକାରୀ କମ୍ପାନୀ, ବିକ୍ରୟକାରୀ ଓ ଅବକାରୀ ଶିଳ୍ପ ଓ କଞ୍ଚାମାଲ କାରବାର କରୁଥିବା ବିଭିନ୍ନ ସଂସ୍ଥା ସହ ଏକ ବୈଠକ ହୋଇଛି।
Edited by k.s thakur...
Tags:
Bhubaneswar
government of odisha
latest news
latest update
mandia ru mada
odisha daily current affairs



