୧୦ ଲିଟରରୁ ଉର୍ଦ୍ଧ୍ବ ପରିମାଣର କଫସିରପ ଜବତ, ଜଣେ ଗିରଫ...
କଣ୍ଟାବାଞ୍ଜି/ ବଙ୍ଗୋମୁଣ୍ଡା, ୧୮/୦୨: ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡାରେ ଗତ କାଲି କଫସିରପ ବିକ୍ରି ହେଉଥିବା ସୂଚନା ପାଇ ଅବକାରୀ ବିଭାଗ ଚଢ଼ଉ କରିଥିଲା।
Ad..
ବଙ୍ଗୋମୁଣ୍ଡାର ସୀତାରାମ ସା କଫ ସିରପ ବିକ୍ରି କରୁଥିବା ଅଭିଯୋଗରେ ଅବକାରୀ ବିଭାଗ ଚଢ଼ଉ କରି ୧୦ ଲିଟରରୁ ଉର୍ଦ୍ଧ୍ବ ପରିମାଣର କଫସିରପ ଜବତ କରିବା ସହ ଏକ ବାଇକ ମଧ୍ୟ ଜବତ କରିଥିଲା। ଏମାନେ ଦୀର୍ଘଦିନ ହେବ ଏହି ଅଞ୍ଚଳରେ କଫସିରପ ବିକ୍ରି କରୁଥିବା ଜଣାପଡ଼ିଛି।
Ad..
Edited by k.s thakur...
Tags:
1 arrests
bangomunda
cough syrup seized
kantabanji
latest news
latest update
odisha daily current affairs



