ବିଜେଡିର ଏକ ପ୍ରତିନିଧି ମଣ୍ଡଲି ବରଡୋଲ ଗ୍ରାମରେ ପୀଡିତାଙ୍କ ପରିବାରଙ୍କୁ ସାକ୍ଷ୍ୟାତ କରିବା ସହିତ ଜଣେଇଛନ୍ତି ସମବେଦନନା...
ବରଗଡ଼,୧୮/୦୧ : ଶନିବାର ବିଜେଡିର ଏକ ପ୍ରତିନିଧି ମଣ୍ଡଲି ବରଡୋଲ ଗ୍ରାମରେ ପୀଡିତାଙ୍କ ପରିବାରଙ୍କୁ ସାକ୍ଷ୍ୟାତ କରିବା ସହିତ ସମବେଦନନା ଜଣେଇଛନ୍ତି।
Ad..
ବିଜୁ ଜନତା ଦଳର ରାଜ୍ୟ ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରୀୟା, ପୂର୍ବତନ ବିଧାୟକ ଦେବେଶ ଆଚାର୍ଯ୍ୟ, ଜିଲ୍ଲା ସଭାପତି ସୁଶାନ୍ତ କୁମାର ମହାପାତ୍ର, ଜିଲ୍ଲା ପରିଷଦ ଅଧ୍ୟକ୍ଷ୍ୟା ମାନିନୀ ଭୋଇ, ପୌରପରିଷଦ ଅଧ୍ୟକ୍ଷ୍ୟା କଳ୍ପନା ମାଝୀ ପ୍ରମୁଖ ଉପସ୍ଥିତ ରହି ପିଡୀତାଙ୍କୁ ପରିବାର ବର୍ଗଙ୍କୁ ଭେଟିଥିଲେ।
Ad..
ଏହି ଘଟଣାକୁ ନେଇ ବରଗଡ଼ ଏସପିଙ୍କ ସହ ଭେଟି ଆଲୋଚନା କରିଥିଲେ। ଏହା ନିନ୍ଦନିୟ ଘଟଣା ହୋଇଥିବା ବେଳେ ଏହାର ଉଚିତ ତଦନ୍ତ କରି ଦୋଷୀ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଦାବି କରାଯାଇଛି।
Ad..
ଏହି ଘଟଣାକୁ ୬ ଦିନ ବିତି ଯାଇଥିଲେ ମଧ୍ୟ ଦୋଷୀକୁ ଗିରଫ କରିବାରେ ବିଫଳ ହୋଇଛି ପୋଲିସ।ତେବେ ପୀଡିତାକୁ ନ୍ୟାୟ ପ୍ରଦାନ ପାଇଁ ଦାବି କରାଯାଇଛି।
Report : Bijay ku sahu
Edited by k.s thakur...
Tags:
bardol
Bargarh
bjd pratinidhi mandali
latest news
latest update
odisha daily current affairs
pidita parivaar




