ଘର ଘର ଯାଇ ବର୍ଦ୍ଧିତ ଭତ୍ତା ବାଣ୍ଟିଲେ ସରପଞ୍ଚ...
ପାଇକମାଳ,୧୮/୦୧ :- ରାଜ୍ୟ ସରକାର ଙ୍କ ନିର୍ବାଚନ ପ୍ରତିଶୃତି ପାଳନ କରିବା ପରେ ନୂତନ ବର୍ଷର ଏହି ମାସରୁ ନୂତନ ବର୍ଦ୍ଧିତ ଭତ୍ତା ହିତାଧିକାରୀଙ୍କ ଦେଇଛନ୍ତି। 80 ବର୍ଷ ଓ 80%ଦିବ୍ୟାଙ୍ଗ ମହିଳା ଓ ପୁରୁଷ ମାନଙ୍କୁ ସରକାର 35ଶହ ପ୍ରଦାନ କରୁଥିବାରୁ ପାଇକମାଳ ବ୍ଲକ ଦିଆଯିବା ଆରମ୍ଭ ହୋଇଛି।
Ad..
ପାଇକମାଳ ବ୍ଲକର ଟେମେରୀ ଗ୍ରାମ ପଞ୍ଚାୟତ ଯୁବ ସରପଞ୍ଚ ଦିଲ୍ଲୀପ ବେହେରା ତାଙ୍କ ପଞ୍ଚାୟତର ସୋଢା, କୁର୍ଷାପାଲି,ଟେମେରୀ,ଧାନ୍ଦୁପାଲି ଆଦି ଗାଁ ଗାଁ ଘର ଘର ଯାଇ ହିତାଧିକାରୀ ମାନଙ୍କୁ ପ୍ରଦାନ କରୁଥିବା ଦେଖାଦେଇଛି।
Ad..
ନୂତନ ଭାବେ ବର୍ଦ୍ଧିତ ଭତ୍ତା ପାଉଥିବା ହିତାଧିକାରୀ ପାଇ ଖୁସିବ୍ୟକ୍ତ କରୁଥିବା ପ୍ରକାଶ କରୁଛନ୍ତି।କିନ୍ତୁ ଦୁଃଖର କଥା ବର୍ଦ୍ଧିତ ଭତ୍ତା ପାଉଥିବା ହିତାଧିକାରୀ ଖୁସି ଥିବା ବେଳେ କମ ଟଙ୍କା ଭତ୍ତା ପାଉଥିବା ହିତାଧିକାରୀ ମନ ଦୁଃଖ ପ୍ରକାଶ କରୁଥିଵା ସେ ସରପଞ୍ଚ ଭାବେ ହୃଦୟଙ୍ଗମ କରୁଛନ୍ତି।
Ad..
ତେଣୁ ସେ କୌଣସି ବିଧବା, ଦିବ୍ୟାଙ୍ଗ ଆଦି 80 ବର୍ଷ ରୁ କମ ହିତାଧିକାରୀ ଙ୍କୁ ମଧ୍ୟ ସରକାର ଏହି ବର୍ଦ୍ଧିତ ଭତ୍ତାରେ ସାମିଲ କରି ଭତ୍ତା ପ୍ରଦାନ କରିବାକୁ ଭାରତୀୟ ଜନତା ପାର୍ଟି ଓଡିଶା ସରକାର ପ୍ରଦାନ କରିବାକୁ ଯୁବ ସରପଞ୍ଚ ଶ୍ରୀ ବେହେରା ଦାବୀ କରିଛନ୍ତି।
Report : Bijay ku sahu
Edited by k.s thakur...
Tags:
latest news
latest update
odisha daily current affairs
old age pension
padamapur
paikmaal
sarpanch




