ଅଖିଳ ଭାରତୀୟ ଗୋଣ୍ଡ ୱାନା ଗୋଣ୍ଡ ମହାସଭା ତରଫରୁ ବିରସୁରେନ୍ଦ୍ର ସାଏ ଙ୍କ ଜୟନ୍ତୀ ପାଳନ...
ପାଇକମାଳ,୨୩/୦୧ : ପାଇକମାଳ ବ୍ଲକ ଅନ୍ତର ଗତ ନୁରସିଂ ନାଥ ସ୍ଥିତ ବୁଢା ଦେଓ ମଣ୍ଡପ ଠାରେ ଶ୍ରୀ ଦୁର୍ଯ୍ୟୋଧନ ପୁଟା ଙ୍କ ସଭାପତିତ୍ୱ ରେ ଏକ ସଭା ଅନୁଷ୍ଠିତ ହୋଇଥିଲା।
Ad..
ସଭାକୁ ଶ୍ରୀ ଚଇତୁସିଂ ଦେଓ ପରିଚାଳନା କରି ଥିବା ବେଳେ ମୁଖ୍ୟ ଅତିଥି ଭାବେ ଶ୍ରୀ ଶ୍ରୀ ନୁରସିଂ ନାଥ ମନ୍ଦିରର ମାର୍ଜାର କେଶରୀ ବିଚାର ରକ ଶ୍ରୀ ସୁବୋଧ ପଣ୍ଡା ଯୋଗ ଦେଇ ଥିଲେ।ପ୍ରଥମେ ବୀର ସୁରେନ୍ଦ୍ର ସାଏଙ୍କ ଫୋଟୋ ଚିତ୍ର ରେ ପୁଷ୍ପମାଲ୍ୟ ଦେଇ ଦୀପ ପ୍ରଜଳନ କରାଯାଇ ଥିଲା।
Ad..
ଏଥିରେ ଝାରବନ୍ଧ ପାଇକମାଳ ବ୍ଲକ ର ଗୋଣ୍ଡ ସମାଜ କର୍ମକର୍ତା ଯୋଗ ଦେଇ ଥିଲେ। ଏଥିରେ ଚନ୍ଦ୍ର ସିଂ କୁମରା, ସୁବଲାଲ ମାଝୀ, ଯୁଗେଶ୍ୱର ମାଝୀ, ଭୁଜବଳ ପୁଟା, ଦେବାର ଧରୁଆ, ଆନନ୍ଦ ପୁଟା,ମାୟାଧର ଧରୁଆ, ସୁବ୍ରତ ଦିୱାନ, କେଶବ ଧରୁଆ , ରୁକ୍ମଣ ଧରୁଆ, ଆନନ୍ଦ ଧାରୁଆ,, କୁନ୍ତୁଲ ଧରୁଆ, ଟେଭା ପୁଟା, ସତମତି ପୁଟା, କୌଶଲ୍ୟା ଧରୁଆ...
Ad..
ପୁଷ୍ପାଞ୍ଜଳି ଧରୁଆ, ନିରୁପମା ପୁଟା ଆଦି ଯୋଗ ଦେଇ ମହାନ ସଂଗ୍ରମି ବୀର ସୁରେନ୍ଦ୍ର ସାଏ ଙ୍କ ଗାଥା ଉପରେ ଆଲୋକପାତ କରିଥିଲେ।ଶେଷରେ ସମାଜ ର ବରିଷ୍ଟ କର୍ମୀ ରୁକ୍ମଣ ଧରୁଆ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
Report : Bijay ku sahu
Edited by k.s thakur...
Tags:
birsurendra Sai
celebrate
Gond samaj
jayanti
latest news
latest update
odisha daily current affairs
padamapur
paikmaal




