କଣ୍ଟାବାଞ୍ଜି ରାଜେନ୍ଦ୍ର ନଗର ଫୁଟବଲ ପ୍ରତିଯୋଗିତା...

କଣ୍ଟାବାଞ୍ଜି ରାଜେନ୍ଦ୍ର ନଗର ଫୁଟବଲ ପ୍ରତିଯୋଗିତା...


କଣ୍ଟାବାଞ୍ଜି,୧୭/୦୧: ବଲାଙ୍ଗୀର ଜିଲ୍ଲାର କଣ୍ଟାବାଞ୍ଜି ରେ ୧୦ ଜାନୁଆରୀ ୨୦୨୫ ରୁ ଡାଙ୍ଗବାହାଲି ଖେଳ ପଡିଆରେ ଶୁକ୍ରବାର ଆୟୋଜିତ ଫୁଟବଲ ପ୍ରତିଯୋଗିତା ର ସେମି ଫାଇନାଲ ମେଚରେ ବିଜେଡି ରାଜ୍ୟ ଯୁବ ସମ୍ପାଦକ ତଥା ବଙ୍ଗୋମୁଣ୍ଡା ସରପଞ୍ଚ ଅଜିତ୍ ଯୋଷୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଖେଳାଳି ମାନଙ୍କ ଉତ୍ସାହ ବୃଦ୍ଧି କରିଥିଲେ।

            Ad..


ଶିକ୍ଷାବିତ୍ ରାଜେଶ୍ ମହାନ୍ତି, ଏସ.ୟୁ.ଜେ ବଲାଙ୍ଗୀର ଜିଲ୍ଲା ଉପ ସଭାପତି ରୋହନ କୁମାର ମହତ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଖେଳ ପ୍ରତିଯୋଗିତାରେ ବିଭିନ୍ନ ଗ୍ରାମାଞ୍ଚଳର ୧୬ ଟି ଦଳ ଅଂଶଗ୍ରହଣ କରିଛନ୍ତି। 

Ad..


ଜଗନ୍ନାଥ ପୁଟେଲ, ସୁଶାନ୍ତ ପଟେଲ, ଇକୁ ବେହେରା, ରଥ, ଆକାଶ ବିଶି , ଅଜୟ ପଟେଲ, କୃଷ୍ଣ , ଡବଲୁ ହାତି, ପ୍ରମୁଖ ସହଯୋଗ କରିଥିଲେ ।

     Ad..




Edited by k.s thakur...

Post a Comment

Previous Post Next Post