ମାର୍ଚ୍ଚ ୧୦ ରୁ କଣ୍ଟାବାଞ୍ଜି ମାଟିର ମହୋତ୍ସବ ଆରମ୍ଭ,ଗଠନ ହେଲା କାର୍ଯ୍ୟ କରିଣୀ କମିଟି ଗଠନ...

ମାର୍ଚ୍ଚ ୧୦ ରୁ କଣ୍ଟାବାଞ୍ଜି ମାଟିର ମହୋତ୍ସବ ଆରମ୍ଭ,ଗଠନ ହେଲା କାର୍ଯ୍ୟ କରିଣୀ କମିଟି ଗଠନ...


(ସଭାପତି ହେଲେ ବ୍ରଜଶ୍ୟାମ , ସମ୍ପାଦକ ହେଲେ ମନୋଜ)

କଣ୍ଟାବାଞ୍ଜି,୧୫/୦୧ : ଚଳିତ ବର୍ଷ ବହୁ ଧୁମଧାମରେ ଆସନ୍ତା ମାର୍ଚ ୧୦ ରୁ ଆରମ୍ଭ ହେବ କଣ୍ଟାବାଞ୍ଜି ମାଟିର୍ ମହୋତ୍ସବ ବୋଲି ଆୟୋଜକ କମିଟି ସ୍ଥିରକୃତ କରିଅଛି । ତେବେ ଏହି ଉତ୍ସବ ଟି କ୍ରମାଗତ ଭାବରେ ମାର୍ଚ୍ଚ ମାସ ୧୦,୧୧,୧୨ ତିନି ପର୍ଯ୍ୟନ୍ତ ଚାଲିବ। 

           Ad..


ତେବେ ଏନେଇ ଆବାହକ ପୁଷ୍ପକେତୁ ବେହାରା ଙ୍କ ନେତୃତ୍ୱ ରେ କଣ୍ଟାବାଞ୍ଜି ସ୍ଥିତ ସ୍ଥିତ ହରିଭବନ ଠାରେ ଏକ ଜରୁରୀ ବୈଠକ ବୁଧବାର ଅନୁଷ୍ଠିତ ହୋଇ ଯାଇଛି। କଣ୍ଟାବାଞ୍ଜି ମାଟିର ମହୋତ୍ସବ କାର୍ଯ୍ୟକ୍ରମ ରେ କମିଟି ର ଅଧ୍ୟକ୍ଷ ଭାବରେ ରେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ଙ୍କ ନା ଘୋଷଣା କରାଯାଇ ଥିବା ବେଳେ ସଭିପତି ଭାବେ ଆଇନଜୀବୀ ବ୍ରଜଶ୍ୟାମ ଗୁରୁ, ସାଧାରଣ ସମ୍ପାଦକ ଭାବେ ଆଇନଜୀବୀ ମନୋଜ ଦାସ ଙ୍କୁ ଚୟନ କରାଯାଇଛି। 

Ad..


ସେହିପରି କାର୍ଯ୍ୟକାରୀ ସଭାପତି ଭାବେ ବିରଞ୍ଚି ନାରାୟଣ ଦାସ, ଉପ ସଭାତ୍ପତି ସଞ୍ଜୟ ଗାନ୍ଧୀ, ନିଶିକାନ୍ତ ମହାପାତ୍ର, ସନ୍ତୋଷ ଅଗ୍ରବାଲ, କୈଳାଶ ଦିପ ,ସହ ସମ୍ପାଦକ ଭାବେ ତୁଳସୀରାମ ଜଗତ, ଦିନେଶ ମହାନନ୍ଦ ,ଆଶିଷ ବଦ୍ରୀ, ରାଜେନ୍ଦ୍ର ବେହେରା, କୋଷାଧ୍ୟକ୍ଷ ବେଦବ୍ୟାସ ନାଗ, ସହ କୋଷାଧ୍ୟକ୍ଷ ଯୁଗଳ କିଶୋର ଶବର,ଆଇନ ପରାମର୍ଶ ଦାତା ବିବେକ ଶର୍ମା...

     Ad..


ପ୍ରଚାରକ ରୋହନ କୁମାର ମହତ, ସାଂସ୍କୃତିକ ସମ୍ପାଦକ ଅମରରେନ୍ଦ୍ର ବାଗ ,ସହ ସମ୍ପାଦକ ରଶ୍ମିରଞ୍ଜନ ପୁଟେଲ ମନୋନୀତ ହୋଇଥିବା ବେଳେ କାର୍ଯ୍ୟ କରିଣୀ ସଦସ୍ୟ ଭାବେ କିଶୋର ମଜଖଣ୍ଡ, ଇକୁ ବେହେରା,ନାଗେଶ୍ୱର ଦିପ, ରାଜୁ ବାରିକ, ପ୍ରମାନଦ ପୁଟେଲ, ଛୋଟୁ ବେହେରା, ଇଲୁ ନାଗ, ଶୋଭିତ ତାଣ୍ଡି, ଅଶୋକ କୁମାର, ସତ୍ୟନାରାୟଣ ଅଗ୍ରୱାଲ, ସେହେବାଜ ଖାନ...

ସୋନୁ ସତପଥୀ,ପ୍ରଦୀପ ବାଘା, ସୁରୁ ଦୀପ,ଭଣ୍ଡାରୀ ପୁଟେଲ, ବିଟୁ ସଂଘା, ରାଜୁ ଚାବାଲା,ଶ୍ରୀପତି ସୁନା ,ବାବୁ ବାଗ,ପ୍ରମୋଦ ବେହେରା ,ଉମାକାନ୍ତ ମହାନନ୍ଦ ,ସଚିନ ବିଭାର, ସୋମନାଥ ସାହୁ, ବିମଳ ହାତୀ ଙ୍କୁ କାର୍ଯ୍ୟକାରିଣୀ ସଦସ୍ୟ ଭାବେ ଚୟନ କରାଯାଇଛି। ଅନ୍ୟ ଶତାଧିକ ପ୍ରମୁଖ ବ୍ୟକ୍ତି ବିଶେଷ ବୈଠକ ରେ ଉପସ୍ଥିତ ଥିଲେ।



Edited by k.s thakur...




Post a Comment

Previous Post Next Post