ପୁରୀ ଅଭିମୁଖେ ଯାଉଥିବା ଏକ ତୀର୍ଥଯାତ୍ରୀ ବସ୍ରେ ଅଗ୍ନିକାଣ୍ଡ ...
ଭଦ୍ରକ,୨୨/୦୧ : ପୁରୀ ଅଭିମୁଖେ ଯାଉଥିବା ଏକ ତୀର୍ଥଯାତ୍ରୀ ବସ୍ରେ ବୁଧବାର ଅଗ୍ନିକାଣ୍ଡ ଘଟିଛି। ତେବେ ଏକ ବଡ଼ ଦୁର୍ଘଟଣାରୁ ତୀର୍ଥଯାତ୍ରୀମାନେ ବର୍ତ୍ତି ଯାଇଛନ୍ତି । ବସ୍ରେ ୪୦ ଜଣ ତୀର୍ଥଯାତ୍ରୀ ଥିଲେ।
Ad..
ଭଦ୍ରକ ୧୬ ନମ୍ୱର ଜାତୀୟ ରାଜପଥର ନାଲାଙ୍ଗ ଛକ ନିକଟରେ ପୁରୀ ଅଭିମୁଖେ ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ବସ୍ ପଛରେ ନିଆଁ ଲାଗିଯାଇଥିଲା।
Ad..
ଯାତ୍ରୀଙ୍କୁ ଉଦ୍ଧାର କରାଯାଇଥିଲା। ବସ୍କୁ ଅଟକ ରଖାଯାଇଥିବା ବେଳେ ଅନ୍ୟ ଏକ ବସ୍ରେ ୪୦ ଜଣ ତୀର୍ଥଯାତ୍ରୀଙ୍କୁ ଗନ୍ତବ୍ୟସ୍ଥଳ ଅଭିମୁଖେ ପଠାଯାଇଛି।
Ad..
Edited by k.s thakur...




