ଷ୍ଟେଟ ବେଙ୍କ ଲାଇଫ ଦ୍ୱାରା ବରିଷ୍ଟଙ୍କ ପାଇଁ ଗ୍ରାହକ ସୂଚନା ସଭା...

ଷ୍ଟେଟ ବେଙ୍କ ଲାଇଫ ଦ୍ୱାରା ବରିଷ୍ଟଙ୍କ ପାଇଁ ଗ୍ରାହକ ସୂଚନା ସଭା...


ବରଗଡ଼,୨୩/୦୧ : ବୁଧବାର ଦିନ ଜ଼ିଲ୍ଲା ବରିଷ୍ଠ ନାଗରିକ ସଂଘ ର ସଭ୍ୟ ମାନଙ୍କ ପାଇଁ ଷ୍ଟେଟ ବେଙ୍କ ଲାଇଫ, ବରଗଡ଼ ବ୍ରାଞ୍ଚ -2 ଆନୁକୂଲ୍ୟରେ ତାଙ୍କର ଗୁରୁଦ୍ୱାରା ଅଫିସ ସଭା ଗୃହ ରେ ଏକ ଗ୍ରାହକ ସୂଚନା ସେବା ଅନୁଷ୍ଠିତ ହୋଇଯାଇଅଛି।

           Ad..


ଶାଖା ପରିଚାଳକ ଶ୍ରୀ କମଳା କାନ୍ତ ପଣ୍ଡା ଓ ଟେରିଟୋରି ମେନେଜର ପ୍ରଦୀପ ସାହୁ ଉଚ୍ଚ୍ୱାସିତ ସ୍ୱାଗତ ସହ ଅନେକ ଯୋଜନା ଓ ତାର ସୁଫଳ ଜଣେଇଥିଲେ। ସବୁଠୁ ବେଶୀ ସ୍ୱାସ୍ଥ୍ୟ ଜନିତ ଚିକିତ୍ସା ଓ ସୁରକ୍ଷିତ ସଂଚୟ ଯୋଜନା ଉପରେ ବହୁ ସଭ୍ୟଙ୍କ ସହ ରୋଚକ ଓ ଶିକ୍ଷଣୀୟ ଆଲୋଚନା ହୋଇଥିଲା।

Ad..


ଏହି ଅବସରରେ ସଂପାଦକ ଗୋବିନ୍ଦ ଦାଶ, ଚନ୍ଦ୍ର ଶେଖର ସାହୁ , ସ୍ବାଧିନ ମହାରଣା, ବଳରାମ ବାବୁ, ରମାକାନ୍ତ ସାହୁ,ପ୍ରେମରାଜ ପାତ୍ର ଆଦି ଯୋଗଦେଇଥିଲେ।

    Ad..


ପରିଶେଷ ରେ ସଂଗଠନ ସମ୍ପାଦକ ଶ୍ରୀ କେଦାର ମିଶ୍ର ଏହି କାର୍ଯ୍ୟକ୍ରମକୁ ସଂଘ ଅଫିସ ରେ ବ୍ୟାପକ ଭାବେ ଆୟୋଜନ ର ପ୍ରସ୍ତାବ ରଖି, ସୁନ୍ଦର ଆୟୋଜନ ପାଇଁ ଧନ୍ୟବାଦ ଅର୍ପଣ କରିଥିଲେ।



Report : Bijay ku sahu

Edited by k.s thakur...

Post a Comment

Previous Post Next Post