ଜଗତଗୁରୁତ୍ତମ ଦିବସରେ ପଦ୍ମପୁର ଗୋପାଳଜୀ ମନ୍ଦିର ପ୍ରାଙ୍ଗଣରେ କମ୍ବଳ ବଣ୍ଟନ...
ବରଗଡ଼,୧୪/୦୧ : ଆଜି ମକର ସଂକ୍ରାନ୍ତିଦିନ ଜଗତଗୁରୁତ୍ତମ ଦିବସ ଅବସରରେ ବରଗଡ଼ ଜିଲ୍ଲା ପଦ୍ମପୁର ସାହୁପଡ଼ା ଗୋପାଲ ଜୀ ମନ୍ଦିର ପ୍ରାଙ୍ଗଣରେ କମ୍ବଳ ବଣ୍ଟନ କରାଯାଇଛି।
Ad..
ପ୍ରବଳ ଥଣ୍ଡା ଯୋଗୁଁ ଅସହାୟ ଲୋକମାନେ ସମସ୍ୟା ରେ ରହୁଛନ୍ତି ଫଳରେ କମ୍ବଳ ବଣ୍ଟନ କୁ ଗୁରୁତ୍ବ ଦେଇ ପଦ୍ମପୁର ରାଧାମାଧବ ସମିତି ଆନୁକୁଲ୍ୟରେ କୁଷ୍ଠରୋଗୀ ମାନଙ୍କୁ କମ୍ବଳ ବଣ୍ଟନ କରାଯାଇଛି।
Ad..
ଏହି କମ୍ବଳ ବଣ୍ଟନ କାର୍ଯ୍ୟକ୍ରମ ରେ ଗୋପାଲଜୀ ମନ୍ଦିର ପଡ଼ାବାସୀ ଙ୍କ ସହିତ ରାଧାମାଧବ ସମିତିର ସଭ୍ୟ ସଭ୍ୟା ଙ୍କ ଉପସ୍ଥିତ ହୋଇ କାର୍ଯ୍ୟକ୍ରମକୁ ସମ୍ପାଦନ କରିଥିଲେ।
Ad..
Report : Bijay ku sahu
Edited by k.s thakur...




