ଛତିଶଗଡ଼ ସରେଇପାଲି ଥାନାରୁ ବାହାରିଲେ ବିଶାଲ ଦାସ ଓ ତାଙ୍କ ସହଯୋଗୀ...

ଛତିଶଗଡ଼ ସରେଇପାଲି ଥାନାରୁ ବାହାରିଲେ ବିଶାଲ ଦାସ ଓ ତାଙ୍କ ସହଯୋଗୀ...


ଭୁବନେଶ୍ୱର,୧୦/୦୧ : ଛତିଶଗଡ଼, ସରେଇପାଲି ଥାନାରେ ରାତିରୁ ଅଟକ ଥିବା ଦିବଙ୍ଗତ ମନ୍ତ୍ରୀ ନବ ଦାସଙ୍କ ପୁଅ ବିଶାଲ ଦାସଙ୍କୁ ଆଜି ଛତିଶଗଡ଼ ପୋଲିସ ଛାଡ଼ିଛି ।

Ad..


ଅନଧିକାର ପ୍ରବେଶ, ଭଙ୍ଗାରୁଜା ନେଇ ସରେଇପାଲିର ହୋଟେଲ ରାଧିକା ମ୍ୟାନେଜରଙ୍କ ଅଭିଯୋଗ ପରେ ବିଏନ୍‌ଏସ୍‌ ଧାରା ୩୩୧ (୪) ଓ ୧୯୧ (୨)ରେ ମାମଲା ରୁଜୁ କରି ବିଶାଲଙ୍କ ସହ ମୋଟ ୧୪ ଜଣଙ୍କୁ ସରେଇପାଲି ଥାନା ପୋଲିସ ଆଜି ଛାଡ଼ିଛି ।

Ad..


ଗତକାଲି ବିଳମ୍ବିତ ରାତିରୁ ମହାସମୁଦ ଜିଲ୍ଲା ଅନ୍ତର୍ଗତ ସରେଇପାଲି ଥାନା ପୁଲିସ ବିଶାଳଙ୍କୁ ଅଟକ ରଖିଥିବା ସୂଚନା ମିଳିଛି ।

     Ad..




Edited by k.s thakur...


Post a Comment

Previous Post Next Post