କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ବିରୋଧ ରେ ଭେଉଁରିଆ ଛକରେ ପ୍ରତିବାଦ ସଭା...
ପଦ୍ମପୁର,୦୫/୦୧ : Sc st ମିଳିତମଞ୍ଚ ପଦ୍ମପୁର ଉପଖଣ୍ଡ ତରଫରୁ ସ୍ଥାନୀୟ ରାଜଜୀ ଟାଉନହଲ ଠାରୁ ଏକ ରାଲି ବାହାରି ଭେଉଁରିଆ ଛକ କୁ ଆସିଥିଲା।
Ad..
ସେଠାରେ ଏକ ପ୍ରୀତିବାଦ ସଭା ଅନୁଷ୍ଠିତ ହୋଇଥିଲା।କେନ୍ଦ୍ର ଗୃହମନ୍ତ୍ରୀ ଅମିତ ସାହା ରାଜ୍ୟସଭା ସଂସଦ ରେ ଭାରତୀୟ ସମ୍ବିଧାନ ପ୍ରଣେତା ଡ଼ଃ ଭୀମରାଓ ଙ୍କୁ ଅସମ୍ମାନ ବକ୍ତବ୍ୟ ପ୍ରଦାନ କରିଥିବାରୁ ଏକ ନିନ୍ଦାପ୍ରସ୍ତାବ ଆଗତ କରାଗଲା ଓ ପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଙ୍କ ବିରୋଧ ରେ ଭେଉଁରିଆ ଛକ ଠାରେ ଅମିତ ଶାହା ର କୁଶପୁତଳିକା କୁ ଦାହ କରାଗଲା।
Ad..
ଏହି ସଭାରେ ମିଳିତମଞ୍ଚ ର ସଭାପତି ଭୋଜରାଜ ବାଗ, ଉପସଭାପତି ମୋତିଲାଲ ବରିହା, ସମ୍ପାଦକ ରାଘନନ୍ଦ ଦେଓ, ସାହସମ୍ପାଦକ ମୋତିଲାଲ ବାଗ, କୋଷାଧକ୍ଷ ଅଚ୍ୟୁତାନନ୍ଦ ସେଠ, ଆବାହକ ଚନ୍ଦ୍ରହାସ୍ୟ ଜଳ, ମିଡ଼ିଆ ପ୍ରଭାରୀ ଗୋପବନ୍ଧୁ ଶିକା ଉପଦେଷ୍ଟା ଟଙ୍କ କଣ୍ଟା, ଖେତେରୀ ଲୁହାର...
Ad..
ଗୋବର୍ଦ୍ଧନ ଛତର ,ରମେଶ ନାୟକ, ନରେଶ ଦାସ, ଦେବରାଜ ସେଠ, ପ୍ରଦୀପ ମହାନନ୍ଦ, ଧବଳେଶ୍ଵର ମହାନନ୍ଦ ଓ ମିଳିତ ମଞ୍ଚ ର ସମସ୍ତ ସଦସ୍ୟ ଉପସ୍ଥିତ ତଥା ବିଭିନ୍ନ ଗାଁ ରୁ ଆସିଥିବା ଅନେକ ଯୁବକ ମାନେ ଏହି କାର୍ଯ୍ୟକ୍ରମ ରେ ଯୋଗଦାନ କରିଥିଲେ।
Report : Bijay ku sahu
Edited by k.s thakur...




