SC ST ମିଳିତ ମଞ୍ଚ ତରଫରୁ ବାବାସାହେବ ଡ଼.ଭୀମରାଓ ଆମ୍ବେଦକରଙ୍କ ୬୮ ତମ ମହାପରିନିର୍ବାଣ ଦିବସ ପାଳନ...

SC ST ମିଳିତ ମଞ୍ଚ ତରଫରୁ ବାବାସାହେବ ଡ଼.ଭୀମରାଓ ଆମ୍ବେଦକରଙ୍କ ୬୮ ତମ ମହାପରିନିର୍ବାଣ ଦିବସ ପାଳନ...


ପଦ୍ମପୁର,୦୬/୧୨ : SC ST ମିଳିତ ମଞ୍ଚ ପଦ୍ମପୁର ତରଫରୁ ଭାରତୀୟ ସମ୍ବିଧାନ ପ୍ରଣେତା, ଆଧୁନିକ ଭାରତର ରାଷ୍ଟ୍ର ନିର୍ମାତା, ସାମାଜିକ ନ୍ୟାୟର ପ୍ରତୀକ, ପ୍ରଜ୍ଞା ସୂର୍ଯ୍ୟ,ବିଶ୍ୱରତ୍ନ, ବୋଦ୍ଧିସତ୍ଵ ବାବାସାହେବ ଡ ଭୀମରାଓ ଆମ୍ବେଦକରଙ୍କ ୬୮ ତମ ମହାପରିନିର୍ବାଣ ଦିବସ ପାଳନ ହୋଇଯାଇଛି।

             Ad..


ଏହି କାର୍ଯ୍ୟକ୍ରମ ରେ  ମୁଖ୍ୟ ଅତିଥିଭାବେ ମିଳିତ ମଞ୍ଚ ର ସଭାପତି ଭୋଜରାଜ ବାଗ କୋଷାଧକ୍ଷ ଅଚ୍ୟୁତାନନ୍ଦ ସେଠ ଯୋଗ ଦେଇ କରି  ବାବାସାହେବ ଡ ଭୀମରାଓ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଅତିଥି ମାନେ ଦେଶରେ ତାଙ୍କର  ଅବଦାନ କଣ ସେ ଉପରେ ନିଜର ବକ୍ତବ୍ୟ ରଖିଥିଲେ। 

ପ୍ରଦୀପ ମହାନନ୍ଦ,ନରେଶ ଦାଶ, ଦେବରାଜ ସେଟ, ଅନିମେଷ ଦାଶ, ରଜତ କୁମ୍ଭାର,  ରାଜୁ, କାର୍ଯ୍ୟକ୍ରମ ରେ ସାମିଲ ହୋଇ ସହଯୋଗ କରିଥିଲେ।



Report : Bijay ku sahu

Edited by k.s thakur...

Post a Comment

Previous Post Next Post