ଜୁନିୟର ଫୁଟବଲ ଖେଳାଳୀ ଚୟନ ଶିବିର ଡିସେମ୍ବର ୪ ଓ ୫ ତାରିଖରେ...
ବରଗଡ,୦୪/୧୨ : ଚଳିତ ଡିସେମ୍ବର ମାସ ୪ ଓ ୫ ତାରିଖ ଦୁଇ ଦିନ ଧରି ସ୍ଥାନୀୟ ଲେଂଗୁ ମିଶ୍ର ମିନି ଷ୍ଟାଡିୟମରେ ବରଗଡ ଜିଲ୍ଲା ଜୁନିୟର ଫୁଟବଲ୍ ଖେଳାଳୀ ଙ୍କ ଚୟନ ଅନୁଷ୍ଠିତ ହେବ । ଏହି ଚୟନ ପ୍ରକ୍ରିୟା ରେ ଯେଉଁ ଖେଳାଳୀ ମାନଙ୍କ ଜନ୍ମ ୨୦୧୦ ମସିହା ରୁ ୨୦୧୪ ମଧ୍ୟରେ ହୋଇଥିବ ସେହିମାନେ ଆସି ଏହି ଚୟନ ପ୍ରକ୍ରିୟା ରେ ଭାଗ ନେବେ।
Ad..
ଏଣୁ ବରଗଡ ଜିଲ୍ଲା ର ସବୁ ୧୫ ବର୍ଷ ରୁ କମ ବୟସ୍କ ଖେଳାଳୀ ମାନଙ୍କୁ ଏହି ସମସ୍ତ ଖେଳାଳୀ ଙ୍କୁ ଏହି ଶିବିର ରେ ଯୋଗ ଦେବାକୁ ନିର୍ଦ୍ଧେଶ ରହିଛି । ଏଥି ପାଇଁ ଖେଳାଳୀ ମାନେ ସେକ ସବଦର୍ ୯୯୩୭୯୫୩୩୭୭, ସୁରେଶ ଦାଶ ୮୦୧୮୧୮୧୮୧୫, ସଚ୍ଚିଦାନନ୍ଦ ପଣ୍ଡା ୮୨୪୯୦୬୮୯୫୧ , ରମାକାନ୍ତ ଦାଶ ୭୦୦୮୭୬୨୬୧୭ ଙ୍କୁ ଯୋଗାଯୋଗ କରିବାକୁ କୁହାଯାଇଛି ।
Report : Bijay ku sahu
Edited by k.s thakur...
Tags:
Bargarh
bargarh news
junior football tournament
latest news
latest update
odisha daily current affairs


