ଟେମରୀ ହାଇ ସ୍କୁଲ ରେ ବାର୍ଷିକ ଉତ୍ସବ...
ପଦ୍ମପୁର,୨୧/୧୨ : ଆଜି ପାଇକମାଲ ବ୍ଲକ ଅନ୍ତର୍ଗତ ଟେମରୀ ହାଇ ସ୍କୁଲ ରେ ପ୍ରଧାନ ଶିକ୍ଷକ ଡ଼ୋଲାମଣୀ ଭୋଇ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।
Ad..
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୁର୍ବତନ ଗୋଷ୍ଠୀ ଶିକ୍ଷା ଅଧିକାରୀ ରାଜବୋଡ଼ାସମ୍ବର ଶ୍ରୀମାନ୍ ଜନକଲାଲ ମେହେର, ମୁଖ୍ୟ ବକ୍ତା ପୂର୍ବତନ ବିଜ୍ଞାନ ଶିକ୍ଷକ ଶ୍ରୀଯୁକ୍ତ ସତ୍ୟନାରାୟଣ ତ୍ରିପାଠୀ, ସମ୍ମାନିତ ଅତିଥି ଭାବେ ପୂର୍ବତନ ପ୍ରଧାନ ଶିକ୍ଷକ ଦୈତାରୀ ସ୍ୱାଇଁ, ସୁନୀଲ କୁମାର ସିହ୍ନା, ଫକିର ମୋହନ ରଣା, ସରପଞ୍ଚ ଦିଲ୍ଲିପ କୁମାର ବେହେରା, ପାଲାଗୁରୁ ପ୍ରହଲ୍ଲାଦ ହଂସ ପ୍ରମୁଖ ଉପସ୍ଥିତ ଥିଲେ।
Ad..
Report : Bijay ku sahu
Edited by k.s thakur...
Tags:
annual function
Bargarh
high school
latest news
latest update
odisha daily current affairs
padampur news
paikmaal



