ବରଗଡ଼ ଜିଲ୍ଲା ପଦ୍ମପୁର ଥାନା ତରଫରୁ ଗଞ୍ଜାଗୁଡା ଗ୍ରାମରେ ପୋଲିସ ର ଜନସଂପର୍କ ଅଭିଯାନ...

ବରଗଡ଼ ଜିଲ୍ଲା ପଦ୍ମପୁର ଥାନା ତରଫରୁ ଗଞ୍ଜାଗୁଡା ଗ୍ରାମରେ ପୋଲିସ ର ଜନସଂପର୍କ ଅଭିଯାନ...


ବରଗଡ଼,୨୫/୧୨ : ବରଗଡ଼ ଜିଲ୍ଲା ପଦ୍ମପୁର ଆଦର୍ଶ ଥାନା ଅନ୍ତର୍ଗତ ଗଞ୍ଜାଗୁଡା ଠାରେ ପୋଲିସ ତରଫରୁ ଜନ ସଂପର୍କ ଅଭିଯାନ ଅନୁଷ୍ଠିତ ହୋଇଯାଇଛି। 

              Ad..


ବରଗଡ଼ ଏସପି ଙ୍କ ନିର୍ଦ୍ଦେଶନାରେ ଅନୁଷ୍ଠିତ ଏହି ଜନସଂପର୍କ ଶିବିର କୁ ପଦ୍ମପୁର ଆଦର୍ଶ ଥାନା ର ଅଧିକାରୀ ମମତା ନାଏକ ପରିଚାଳନା କରିଥିବା ବେଳେ ଏହି ଶିବିରରେ ନୂତନ ଭାବରେ ଯୋଗଦାନ ଦେଇଥିବା ପଦ୍ମପୁର ଏସଡିପିଓ ଆଇ ପି ଏସ୍ ଅମ୍ରିତ ପାଲ କୈର।

Ad..


ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜନସାଧାରଣ କିଭଳି ପୋଲିସ ର ଅଧିକ ଆସ୍ଥାଭାଜନ ହୋଇପାରିବେ ବୁଝାଇଥିଲେ।ପାହାଡ଼ ତଳେ ଥିବା ବିଭିନ୍ନ ଗ୍ରାମାଞ୍ଚଳରେ ମାଓବାଦୀ କିଭଳି ବର୍ବରତାର ସୃଷ୍ଟି କରି ଲୋକଙ୍କ ବିପଦପୂର୍ଣ୍ଣ ସମସ୍ୟା ସୃଷ୍ଟି କରୁଛନ୍ତି ଫଳରେ ବିକାଶ ବାଧାପ୍ରାପ୍ତ ହେଉଛି ସେଥିରୁ ଦୂରେଇ ରହି ପୋଲିସ ର ଆସ୍ଥାଭାଜନ ହେବାକୁ ବୁଝାଇଥିଲେ।

    Ad..


ଏହି କାର୍ଯ୍ୟକ୍ରମ ରେ ଶିଶୁମାନେ ବିଭିନ୍ନ ନୃତ୍ୟ, ଗୀତ ପରିବେଷଣ କରିଥିଲେ।



Report : Bijay ku sahu

Edited by k.s thakur...


Post a Comment

Previous Post Next Post