ପଦ୍ମପୁର ରାଜବୋଡାସମ୍ବର ହାଇସ୍କୁଲ ର ୧୯୮୩ ସିନିୟର୍ ବ୍ଯାଚ ର ବନ୍ଧୁମିଳନ...

ପଦ୍ମପୁର ରାଜବୋଡାସମ୍ବର ହାଇସ୍କୁଲ ର ୧୯୮୩ ସିନିୟର୍ ବ୍ଯାଚ ର ବନ୍ଧୁମିଳନ...


ବରଗଡ଼,୨୫/୧୨ : ବରଗଡ଼ ଜିଲ୍ଲା ପଦ୍ମପୁର ଦେବଦର୍ହା ଶୈବପୀଠ ଠାରେ ରାଜବୋଡାସମ୍ବର ହାଇସ୍କୁଲ ର ୧୯୮୩ ସିନିୟର୍ ବେଜ ର ୪୨ ତମ ବନ୍ଧୁମିଳନ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। 

              Ad..


ସଭାପତି ସୁଦୀପ୍ତ ଦାସ,ସମ୍ପାଦକ ଗଜେନ୍ ମହାନ୍ତି ,କୋଷାଧ୍ୟକ୍ଷ ହେମନ୍ତ ପଟ୍ଟନାୟକ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ବନ୍ଧୁ ମିଳନ କାର୍ଯ୍ୟକ୍ରମ ର ବୈଠକ ରେ ଦିବଗନ୍ତ ରାଜବୋଡାସମ୍ବର ହାଇସ୍କୁଲ ଶିକ୍ଷକ ସ୍ଵର୍ଗତ ମୀନକେତନ ଦୋରା ଙ୍କ ଆତ୍ମା ଶାନ୍ତି ପାଇଁ ଦୁଇ ମିନିଟ ନୀରବ ପ୍ରାର୍ଥନା ସହ ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଇଥିଲା। 

Ad..


ସମସ୍ତ ଙ୍କ ମଧ୍ୟରେ ବନ୍ଧୁତା ର ଯୋଗାଯୋଗ କୁ ଅଧିକ କ୍ରିୟାଶୀଳ କରିବା ପାଇଁ ବୈଠକ ରେ ଆଲୋଚନା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ୫୩ ଜଣ ହାଇସ୍କୁଲ ବନ୍ଧୁ ଓ ବିଭିନ୍ନ ସ୍ଥାନରେ କାର୍ଯ୍ୟରତ ୧୦ ଜଣ ବନ୍ଧୁ ଯୋଗଦାନ ଦେଇଥିଲେ।

    Ad..




Report : Bijay ku sahu

Edited by k.s thakur...

Post a Comment

Previous Post Next Post