ବାନ୍ଦୁପାଲି ଆଦର୍ଶ ବିଦ୍ୟାଳୟ ର ପଞ୍ଚମ ବାର୍ଷିକ ଉତ୍ସବ ଜୁଗାର ପାଳିତ, ସମ୍ବଲପୁରୀ ନୃତ୍ୟ ରେ ଦୁଲୁକିଲା ମଞ୍ଚ...
ପଦ୍ମପୁର,୨୩/୧୨ : ରାଜବୋଡା ସମ୍ବର ବ୍ଲକ ଆଦର୍ଶ ବିଦ୍ୟାଳୟ ବାନ୍ଦୁପାଲି ର ପଞ୍ଚମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି। ଅଧ୍ୟକ୍ଷ ରୁଦ୍ର ନାରାୟଣ ଭୋଇ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ଏହି ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ପଦ୍ମପୁର ଥାନାଧିକାରୀ ମମତା ନାଏକ, ମୁଖ୍ୟ ବକ୍ତା ସନ୍ତୋଷ ସିଂ ଠାକୁର, ସମ୍ମାନିତ ଅତିଥି ଶିଶୁ ବିଦ୍ୟା ମନ୍ଦିର ପଦ୍ମପୁର ପ୍ରଧାନ ଆଚାର୍ଯ୍ୟ ଚୈତନ୍ୟ ଭୋଇ, କଂସର ସରପଞ୍ଚ ଆନନ୍ଦ ବେହେରା, ସମାଜସେବୀ ନିରୋଜ ଦୋରା ଯୋଗ ଦେଇଥିଲେ।
Ad..
ଆହୁତି ରାଣୀ ମିଶ୍ର, ଜାନକୀ ବଲ୍ଳଭ ପାଇକ ସଂଚାଳନ କରିଥିବା ବେଳେ ଡ. ପ୍ରତାପ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ। ଚଳିତ ବର୍ଷ ୪୬ ଗୋଟି ଛାତ୍ର ଛାତ୍ରୀ ଙ୍କୁ ଅତିଥି ଗଣ ପୁରସ୍କୃତ କରିଥିଲେ।
Ad..
ଛାତ୍ରୀ ବିଷ୍ନୁପ୍ରିୟା ପାତ୍ର ଙ୍କୁ ଶ୍ରେଷ୍ଠ ଛାତ୍ରୀ ଭାବେ ପୁରସ୍କୃତ କରାଯାଇଥିଲା।ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ରେ ସମ୍ବଲପୁରୀ ନୃତ୍ୟ ରେ ମଞ୍ଚ ଦୁଲୁକି ଉଠିଥିଲା।
Report : Bijay ku sahu
Edited by k.s thakur...



