ଅସହାୟ ଆଦିବାସୀ ଝିଅ କୁ ସାହାଯ୍ୟ ର ହାତ ବଢ଼ାଇଲେ ରାଜ୍ୟ ଯୁବ ବିଜେଡି ସମ୍ପାଦକ ଅଜିତ ଯୋଶୀ...

ଅସହାୟ ଆଦିବାସୀ ଝିଅ କୁ ସାହାଯ୍ୟ ର ହାତ ବଢ଼ାଇଲେ ରାଜ୍ୟ ଯୁବ ବିଜେଡି ସମ୍ପାଦକ ଅଜିତ ଯୋଶୀ...


କଣ୍ଟାବାଞ୍ଜି,୨୩/୧୨ : ଅସହାୟ ଆଦିବାସୀ ଝିଅ କୁ ସାହାଯ୍ୟ ର ହାତ ବଢ଼ାଇଲେ ରାଜ୍ୟ ଯୁବ ବିଜେଡି ସମ୍ପାଦକ ଅଜିତ ଯୋଶୀ।ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଜୁରାବନ୍ଧ  ପଞ୍ଚାୟତ ଛତ୍ରଙ୍ଗ ଗ୍ରାମ ପହରିଆ ପଡାର ଅନାଥ ଆଦିବାସୀ ଝିଅ ପୁଷ୍ପା ପହରିଆ ଙ୍କ ଘରକୁ ପହଁଚି  କିଛି ଆର୍ଥିକ ସାହାଯ୍ୟ, ଶୀତ ବସ୍ତ୍ର ଓ ଶୁଖିଲା ଖାଦ୍ୟ ସାମଗ୍ରୀ ପ୍ରଦାନ କଲେ ରାଜ୍ୟ ଯୁବ ବିଜେଡି ସମ୍ପାଦକ ଅଜିତ ଯୋଶୀ। 

              Ad..


କିଛି ମାସ ତଳେ ନିଜ ମାଆ ବାପା କୁ ହରାଇଥିବା ଏହି  ଝିଅ ତାଙ୍କ ବଡ଼ ବାପାଙ୍କ ଘରେ ଆଶ୍ରୟ ନେଇଛନ୍ତି। ଝିଅକୁ ଭଲ ଭାବେ ପ୍ରତିପୋଷଣ କରିବା ସହ ପାଠ ପଢା ଦାୟିତ୍ୱ ନେବା ପାଇଁ ଆଲୋଚନା କରିଥିଲେ ଶ୍ରୀ ଯୋଶୀ। 

    Ad..



Edited by k.s thakur...


Post a Comment

Previous Post Next Post