Big news : ୫୦୦ କର୍କଟ ଅପରେଶନ ସମାପ୍ତ କଲେ ଡାକ୍ତର ମହେଶ ରାମଚନ୍ଦାନୀ...
ବରଗଡ଼,୦୯/୧୨ : ପଦ୍ମପୁର ମାଟିର ସୁଯୋଗ୍ୟ ସନ୍ତାନ ରାୟପୁର ରେ କାର୍ଯ୍ୟରତ ପ୍ରତିଷ୍ଠିତ ଡାକ୍ତର ମହେଶ ରାମଚନ୍ଦାନୀ ଙ୍କ ବଡ଼ କୃତିତ୍ୱ ଆଜି ପର୍ଯ୍ୟନ୍ତ ୫୦୦ ସ୍ତନ କର୍କଟ ଅପରେଶନ କରିଛନ୍ତି।
Ad..
ଡାକ୍ତରୀ ଜୀବନରେ ଚିକିତ୍ସା କରି ଯେତତିକି ଖସି ଅନୁଭବ କରିଥିଲେ ଆଜି ୫୦୦ ନମ୍ୱର ରୋଗୀଙ୍କ ଅପରେଶନ ଶେଷ ହେବା ପରେ ତାହା ଠାରୁ ଅଧିକ ଖୁସି ଅନୁଭଵ କରି ବୁଢାସମ୍ବର ମାଟିକୁ ପ୍ରଣାମ ଜଣାଇଛନ୍ତି।
Ad..
ତାଙ୍କ ସଫଳତା ପାଇଁ ବନ୍ଧୁ ଶହୋଦର ସାଙ୍ଗ ସାଥି ପ୍ରମୁଖ କୃତଜ୍ଞତା ଓ ଧନ୍ୟବାଦ ଜ୍ଞାପନ କରିଛନ୍ତି ।ବୁଢାସମ୍ବର ମାଟିରେ ଜନ୍ମଗ୍ରହଣ କରି ପ୍ରାଥମିକ ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ଲାଭ କରିବା ପରେ ବାହାରେ ଡାକ୍ତର ପାଠପଢି ବର୍ତ୍ତମାନ ରାୟପୁର ସହରରେ ସରକାରୀ ଡାକ୍ତରଖାନା ଚିକିତ୍ସକ ଅଛନ୍ତି।
Report : Bijay ku sahu
Edited by k.s thakur...
Tags:
500 cancer patients
bargargh
bargarh news
big news
cancer operation
latest news
latest update
odisha daily current affairs



