SC ST ମିଳିତ ମଞ୍ଚ ପଦ୍ମପୁର ଉପଖଣ୍ଡ ତରଫରୁ ସମ୍ବିଧାନ ଦିବସ ପାଳନ...
ପଦ୍ମପୁର,୨୬/୧୧ : ପଦ୍ମପୁର ରାଜାଜୀ ଟାଉନ ହଲ ଠାରେ SC ST ମିଳିତ ମଞ୍ଚ ପଦ୍ମପୁର ତରଫରୁ ଭାରତୀୟ ସମ୍ବିଧାନର ୭୫ ବର୍ଷ ପୂର୍ତ୍ତୀ ଅବସରରେ ସମ୍ବିଧାନ ଦିବସ ପାଳନ ହୋଇଯାଇଛି ।
Ad..
ଏହି କାର୍ଯ୍ୟକ୍ରମ ରେ ଆବାହକ ଚନ୍ଦ୍ରହାସ୍ୟ ଜାଲ ସଂଯୋଜନା କରୁଥିବା ବେଳେ ମୁଖ୍ୟ ଅତିଥିଭାବେ ମିଳିତ ମଞ୍ଚ ର ସଭାପତି ଭୋଜରାଜ ବାଗ ଉପସଭାପତି ନୀଳମଣି ବରିହା ସଂଯୋଜକ ନବ ବରିହା କୋଷାଧକ୍ଷ ଅଚ୍ୟୁତାନନ୍ଦ ସେଠ ଯୋଗ ଦେଇ କରି ସମ୍ବିଧାନ ରେ ଥିବା ଅଧିକାର ବିଷୟରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ।
ଆଗାମୀ ଦିନରେ ସମ୍ବିଧାନ କେ କେନ୍ତା କରି ଲୋକେ ଗାଁ ଗାଁ ରେ ସମସ୍ତେ ଜାଣି ପାରିବେ ସମସ୍ତେ ସମ୍ବିଧାନ ରେ ଥିବା ଅଧିକାର ବିଷୟରେ ଜାଣି ପାରିବେ ସେ ଦିଗରେ ମିଳିତ ମଞ୍ଚ କାମ କରିବ ଓ ପ୍ରଚାର ପ୍ରସାର କରିବ। ଏହି ସମ୍ବିଧାନ ଦିବସରେ ପାଇକମାଲ, ଝାରବନ୍ଧ, ପଦ୍ମପୁର, ଗାଇସିଲାଟ ରୁ ଯୁବକ ମାନେ ଯୋଗ ଦେଇ ଥିଲେ।
ଏହି କାର୍ଯ୍ୟକ୍ରମ ରେ ମିଳିତ ମଞ୍ଚର ସଦସ୍ୟ ଗୋପବନ୍ଧୁ ଶିକା, ଉମେଶ ସୁନା ନରେଶ କୁମାର ଦାଶ ପ୍ରଦୀପ ମହାନନ୍ଦ, ଦେବରାଜ ସେଠ, ସୁବାସ ବେଶ୍ରା , ଆଦିତ୍ୟ ନାୟକ ଙ୍କ ସହଯୋଗ ରେ ସମସ୍ତ କାର୍ଯ୍ୟକ୍ରମ ହୋଇଥିଲା।
Report : Bijay ku sahu
Edited by k.s thakur...


