ତୁଳସୀ nxt ଟିଟିଲାଗଡ଼ ଶାଖା ପକ୍ଷରୁ ଲକି ଡ୍ର କାର୍ଯ୍ୟକ୍ରମ, ସୌମ୍ୟ ରଞ୍ଜନ ଦାସ ଙ୍କୁ ପ୍ରଥମ ପୁରସ୍କାର...

ତୁଳସୀ nxt ଟିଟିଲାଗଡ଼ ଶାଖା ପକ୍ଷରୁ ଲକି ଡ୍ର କାର୍ଯ୍ୟକ୍ରମ, ସୌମ୍ୟ ରଞ୍ଜନ ଦାସ ଙ୍କୁ ପ୍ରଥମ ପୁରସ୍କାର...


ଟିଟିଲାଗଡ଼,୧୨/୧୧ : ଗତକାଲି ତୁଳସୀ nxt କପଡ଼ା ଦୋକାନ ଟିଟିଲାଗଡ଼ ଶାଖା ପକ୍ଷରୁ ଲକି ଡ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମ ସମ୍ମାନିତ ଅତିଥି ଓ ସର୍ବ ସମ୍ମୁଖରେ ଆୟୋଜନ କରାଯାଇଥିଲା।

Ad..


ଏହି ଲକି ଡ୍ର କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଟିଟିଲାଗଡ଼ ମ୍ୟୁନିସପାଲିଟି ଚେୟାରମେନ ଶ୍ରୀମତୀ ମମତା ଦେବୀ ଜୈନ,ସମ୍ମାନିତ ଅତିଥି ଭାବେ ଟିଟିଲାଗଡ଼ ପୂର୍ବ ଚେୟାରମେନ ଭବାନୀ ଶଙ୍କର ହୋତା,ଟିଟିଲାଗଡ଼ ବ୍ୟବସାୟିକ ସଙ୍ଘ ସଭାପତି ଶମ୍ଭୁ ପ୍ରସାଦ ଗୋୟଲ୍, ଦାଦିଜି ମନ୍ଦିର ସଭାପତି ସନ୍ତୋଷ କେଜ୍ରିୱାଲ ଉପସ୍ଥିତ ଥିଲେ।


ତୁଳସୀ nxt କପଡ଼ା ଦୋକାନ ଟିଟିଲାଗଡ଼ ଶାଖା ପକ୍ଷରୁ ଲକି ଡ୍ର କାର୍ଯ୍ୟକ୍ରମ ରେ ସମ୍ମାନିତ ଅତିଥି ଓ ସର୍ବ ସମ୍ମୁଖରେ ଏହି ଡ୍ର କରାଯାଇଥିଲା। ଯେଉଁଥିରେ ପ୍ରଥମ ପୁରସ୍କାର (ହିରୋ ପ୍ଲେଜର) ସୌମ୍ୟ ରଞ୍ଜନ ଦାସ, ଦ୍ଵିତୀୟ ପୁରସ୍କାର ଅଜୟ ଦାସ,ତୃତୀୟ ପୁରସ୍କାର ଯୁବରାଜ ବାଗ ଙ୍କୁ ମିଳିଲା।

ମୁଖ୍ୟ ଅତିଥି ଶ୍ରୀମତୀ ମମତା ଦେବୀ ଜୈନ ସମସ୍ତ ପୁରସ୍କାର ପାଇ ଥିବା ମହିଳା ପୁରୁଷ ଙ୍କୁ ଶୁଭେଚ୍ଛା ଜଣାଇ ଥିଲେ ଓ କହିଥିଲେ ଯେ ମହିଳା ଙ୍କୁ ସମସ୍ତ ସ୍ଥାନରେ ମହତ୍ତ୍ଵ ମିଳିବା କଥା।

ଏହି କାର୍ଯ୍ୟକ୍ରମ ରେ ତୁଳସୀ nxt ପରିବାର ଡାଇରେକ୍ଟର ଅଜିତ ଜୈନ ଏବଂ ଆଶିଷ ଜୈନ ଙ୍କ ଉପସ୍ଥିତି ରେ ଅନୁଷ୍ଠିତ ହୋଇଛି। ଅଜିତ ଜୈନ କରିଥିଲେ ଯେ ଆଗକୁ ମଧ୍ୟ ଗ୍ରାହକ ମାନଙ୍କ ପାଇଁ ଏହି ପ୍ରକାର କାର୍ଯ୍ୟକ୍ରମ କରାଯିବ ବୋଲି ଘୋଷଣା କରିଥିଲେ।





Edited by k.s thakur...


Post a Comment

Previous Post Next Post