Kantabanji- woman missing : ମାନସିକ ରୋଗ ରେ ଆକ୍ରାନ୍ତ ମହିଳା ନିଖୋଜ...

ମାନସିକ ରୋଗ ରେ ଆକ୍ରାନ୍ତ ମହିଳା ନିଖୋଜ...


କଣ୍ଟାବାଞ୍ଜି,୧୪/୧୧ : କଣ୍ଟାବାଞ୍ଜି ନୂଆପଡ଼ା ସଞ୍ଜୟ ଯୋଶୀ(ଟୁନା) ଙ୍କ ଧର୍ମ ପତ୍ନୀ ଶ୍ରୀମତୀ କବିତା ଯୋଶୀ ଗତ ରାତ୍ରି ରୁ କୁଆଡେ ନିଖୋଜ ହୋଇ ଯାଇଛନ୍ତି।

         Ad..


ସୂଚନା ଅନୁସାରେ, ସଞ୍ଜୟ ଯୋଶୀ(ଟୁନା) ଙ୍କ ଧର୍ମ ପତ୍ନୀ ଶ୍ରୀମତୀ କବିତା ଯୋଶୀ କିଛି ବର୍ଷ ରୁ ମାନସିକ ରୋଗ ରେ ଆକ୍ରାନ୍ତ ଅଛନ୍ତି। ତାଙ୍କ ଚିକିତ୍ସା ବିଶାଖାପାଟଣା ରେ ଚଳୁଛି। 

ଗତ ରାତ୍ରି ରେ ସ୍ବାମୀ ଓ ସନ୍ତାନ ସୋଇଥିବା ବେଳେ ସେ କବାଟ ଖୋଲି କୁଆଡେ ଚାଲି ଯାଇଛନ୍ତି। ଅନେକ ଖୋଜା ଖୋଜି କରିବା ସତ୍ତ୍ୱେ ମଧ୍ୟ ଖବର ପାଇ ନ ଥିଲେ । ଯଦି କେହି ସହୃଦୟ ବ୍ୟକ୍ତି ତାଙ୍କୁ କୌଣସି ସ୍ଥାନରେ ଦେଖନ୍ତି ତେବେ ଏହି ଫୋନ ନମ୍ବର ରେ ଯୋଗ ଯୋଗ କରିବା ପାଇଁ ଅନୁରୋଧ କରିଛନ୍ତି ସଞ୍ଜୟ ଯୋଶୀ - 81146 92700 । ଶ୍ରୀମତୀ କବିତା ଯୋଶୀ ଙ୍କ ଉଚ୍ଚତା ୫ ଫୁଟ ଓ ସେ orange colour ଶାଢ଼ୀ ପିନ୍ଧିଛନ୍ତି, ପାଦ ରେ ଜୋତା କିମ୍ବା ଚପଳ ପିନ୍ଧି ନାହାନ୍ତି।




Edited by k.s thakur...



Post a Comment

Previous Post Next Post