ତୋରା ରେ ପାନୀୟ ଜଳ ସମସ୍ୟା ନେଇ ଜିଲ୍ଲାପାଳ ଅଫିସରେ ଅଭିଯୋଗ...

ତୋରା ରେ ପାନୀୟ ଜଳ ସମସ୍ୟା ନେଇ ଜିଲ୍ଲାପାଳ ଅଫିସରେ ଅଭିଯୋଗ...


ବରଗଡ଼,୨୫/୧୧ : ବରଗଡ଼ ସହର ଉପକଣ୍ଠ ରେ ଥିବା ତୋରା ପଂଚାୟତ ରେ ପାନୀୟ ଜଳ ସମସ୍ୟା କୁ ନେଇ ସୋମବାର ଜିଲ୍ଲାପାଳ ଅଫିସ କୁ ପହଂଚିଛନ୍ତି ଗ୍ରାମର ମହିଳା ମାନେ। ଦୀର୍ଘ ବର୍ଷେ ରୁ ଅଧିକ ହେଵ ଯୋଗାଣ ପାଣି ସମସ୍ୟା ଦେଖା ଦେଇଥିବାରୁ ୱାର୍ଡ ନଂ ୨୨, ୨୩, ୨୪ ର ବାସିନ୍ଦା ମାନେ ବହୁତ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। 

Ad..


ବୋରୱେଲ ପାଣି କ୍ଷାରୀୟ ହୋଇ ଥିବାରୁ ପୋଖରୀ ପାଣି ଉପରେ ନିର୍ଭର କରୁଛନ୍ତି ଏହି ୱାର୍ଡ ର ଲୋକମାନେ। ଏହି ସମସ୍ୟା ବିଷୟରେ ଅତିରିକ୍ତ ଜିଲ୍ଲାପାଳ ଙ୍କୁ ଅଭିଯୋଗ ଜଣାଇଥିଲେ ଗୋଟିଏ ସପ୍ତାହ ମଧ୍ୟରେ ସମାଧାନ ନହଲେ ଜିଲ୍ଲାପାଳ ଅଫିସରେ ଧାରଣା ଦେବାକୁ କହିଛନ୍ତି।



Report : Bijay ku sahu

Edited by k.s thakur...

Post a Comment

Previous Post Next Post