ମହାନଦୀ ମାଇନ୍ସ ମିନୋରାଲ ଯୁଵାଖୋଲ ଗ୍ରାମରେ ଖଣି ଖନନ ପାଇଁ ଜମି ଅକ୍ତିଆର କରି ନେଇଛି...
ବରଗଡ଼,୨୫/୧୧ : ଜୈବ ବିବିଧତା ଭରପୁର ଏହି ଅଞ୍ଚଳ। ମାଟି ପାହାଡ଼ରେ ଭରି ରହିଛି ପ୍ରକୃତିର ଅତି ମୂଲ୍ୟବାନ ସମ୍ପଦ ବିଶ୍ବାସ ଓ ଭାବ ଵେଗରେ ବନ୍ଧା ଏ ଅଞ୍ଚଳର ସଂସ୍କୃତି । ୧୬ଶହ ଏକଡ ପାହାଡ଼ ଚାରିପଟେ ଘେରି ରହିଛି ବ୍ରାହ୍ମଣି ,ଲାବେନ,ଉଚୁ୍କୁ,ବାରପୁଟା , କି ମନୋରମ ଦୃଶ୍ୟ ମହୁଲ,ଵିଜା, ଗମ୍ଭେର, ପିପଲ ବରଗଛ ଆନେକ ପ୍ରଜାତିର ଗଛ ଓ ବନ୍ୟ ଜନ୍ତୁ ରହି ଛି ଗାଁ ରେ ମହୁଲ ଫୁଲ ସଂଗ୍ରାହ କରି ଚାଷ ଵାସ କରି ଚଲି ଆସୁଛନ୍ତି।
Ad..
ଗାଁ ଲୋକ ମନରେ ଛନକା ପଶିଯାଇଛି। ଏହା ସତ୍ତ୍ୱେ ଉକ୍ତ ଅଞ୍ଚଳକୁ ଘରୋଇ କମ୍ପାନୀ ହାତରେ ଟେକି ଦେଵାକୁ ସରକାର ଉଦ୍ୟମକୁ ବିରୋଧ ଵହୁ ପୁରୁଣା ବକ୍ସ ସାଇଟ୍ ଖନନ ପାଇଁ ମହାନଦୀ ମାଇନ୍ସ ଏଣ୍ଡ ମିନୋରାଲସ ପ୍ରାଇଭେଟ୍ ଲିମିଟେଡ ବରଗଡ଼ ଜିଲ୍ଲାର ଗାଇସିଲେଟ ବ୍ଲକର ଅନ୍ତର୍ଗତ କଟାଵାହାଲ ପଞ୍ଚାୟତ ଅଧିନରେ ଥିବା ଯୁଵାଖୋଲ ଗ୍ରାମରେ ୨୩ ଏକର ୧୮ଡିସିମିଲ ଜମି କିଣିଛି।
ଏ ଖବର ମିଳିବା ପରେ ଆନ୍ଦୋଳନକୁ ଖୋରାକ ମିଲିଛି। ଡେପୁଟି ଜେନେରାଲ ମେନେଜର ଦିଲ୍ଲୀପ କୁମାର ସେବକ ପି: ହରିବଂଶ ସେବକ ଜା:ଗୋଲା ଵ:ନି- ଗୁପଲାପଡା ପୋଷ୍ଟ/ଥା- ଵିନକା ଜିଲ୍ଲା -ସୋନପୁର ଏଵେ ଯୁଵାଖୋଲ ପ୍ରଜା ଵୋଲି ସ୍ଥାନୀୟ ଅଞ୍ଚଳରେ ଆଲୋଚନା ସମାଲୋଚନା ଚାଲିଛି।
ଓଡ଼ିଶା ସରକାରଙ୍କ ଜମିଜମା ସଂକ୍ରାନ୍ତ ଭୂ-ଲେଖରେ ବରଗଡ଼ ଜିଲ୍ଲା ଗାଇସିଲେଟ ତହସିଲ ଅନ୍ତର୍ଗତ ଯୁଵାଖୋଲ ମୈଜା ଖତିଆନ କ୍ରମିକ ସଂଖ୍ୟା ୭୮/୧୧୬ ଓ ୧୭ ଟି ପ୍ଲଟ ୨୩ ଏକଡ଼ ୧୮ ଡିସିମିଲ ମହାନଦୀ ମାଇନ୍ସ ମିନୋରାଲ ନାଁ ରେଷ୍ଟି ହୋଇ ସାରିଛି ଏହାକୁ ନେଇ ଆନ୍ଦୋଳନରେ ରୂପ ନେବ ଗାଁ ଲୋକ ଚେତାବନୀ ଦେଇଛନ୍ତି।
Report : Bijay ku sahu
Edited by k.s thakur...


