ଆସନ୍ତା ଜାନୁୟାରୀ ୧୧ ରୁ ଆରମ୍ଭ ହେବ ସର୍ବ ଭାରତୀୟ ବୋରାସମ୍ବର କ୍ରିକେଟ କପ୍ ୨୦୨୫...
ବରଗଡ଼,୧୧/୧୧ : ଆସନ୍ତା ଜାନୁୟାରୀ ୧୧ ରୁ ୧୯ ବରଗଡ଼ ଜିଲ୍ଲା ପଦ୍ମପୁର ସର୍ବଭାରତୀୟ ବୋରାସମ୍ବର କ୍ରିକେଟ କପ ୨୦୨୫ ଆସନ୍ତା ଜାନୁଆରୀ ୧୧ ରୁ ୧୯ ପର୍ଯ୍ୟନ୍ତ ଅନୁଷ୍ଠିତ ହେବା ପାଇଁ ବୋଡ଼ା ସମ୍ବର ସ୍ପେଟିଙ୍ଗ ସାମ୍ବାଦିକ ସମ୍ମିଳନୀରେ ଆନୁଷ୍ଠାନିକ ଭାବରେ ଘୋଷଣା କରିଛି।
Ad..
୨୦୨୫ ବର୍ଷ ର ଟୁର୍ଣ୍ଣାମେଣ୍ଟରେ କିଛି ନୂଆ କରିବା ପାଇଁ ଉଦ୍ୟମ ଆରମ୍ଭ ହୋଇଥିବା ବେଳେ ସଂପୂର୍ଣ୍ଣ ପ୍ରସ୍ତୁତ ଆସନ୍ତା ଦିନରେ ସୂଚନା ପ୍ରଦାନ କରାଯିବାର ବାକି ରହିଥିବା ବେଳେ ରାଜ୍ୟର ତଥା ରାଜ୍ୟ ବାହାର ର ଦଶ ଗୋଟି ଦଳ ଯୋଗଦାନ ଦେବାର ସ୍ତ୍ତିରିକୃତ ହୋଇଥିବା ବେଳେ ବିଜେତା ଦଳକୁ ୭୦,୦୦୦ ନଗଦ ରାଶି ସହ ବୋରା ସମ୍ବର ଟ୍ରଫି ଓ ଉପବିଜେତା ଦଳକୁ ୪୦,୦୦୦ ନଗଦ ରାଶି ସହ ଟ୍ରଫି ପ୍ରଦାନ କରାଯିବ ବୋଲି ବୋରାସମ୍ବର ସ୍ପୋର୍ଟିଙ୍ଗର ସମ୍ପାଦକ ଭରତ ପଣ୍ଡା ସୂଚନା ଦେଇଛନ୍ତି।
ସମ୍ବାଦିକ ସମ୍ମିଳନିରେ ବୋରାସମ୍ବର ସ୍ପୋର୍ଟିଙ୍ଗର ବରିଷ୍ଠ ସଦସ୍ୟ ପ୍ରଶାନ୍ତ ମହାନ୍ତି, କପିଲ ଅଗ୍ରୱାଲ, ଶଙ୍କର ସିହ୍ନା, ବିକାଶ କୁମାର ଙ୍କ ସମେତ ସଭାପତି ସୁନିଲ କୁମାର ସାହୁ, ଉପ-ସଭାପତି ଅବଦୁଲ ରେହେମାନ ଅଲ୍ଲି, ସହ ସମ୍ପାଦକ ସରଜୁ ପଟ୍ଟନାୟକ, ମନିଷ ପ୍ରଧାନ, କୋଷାଧ୍ୟକ୍ଷ ବିଜୟ କୁମାର ଦାଶ, ସହକୋଷାଧ୍ୟକ୍ଷ ଉଜ୍ଜ୍ଵଳ ଅଗ୍ରୱାଲ ସମେତ ସମସ୍ତ ଖେଲାଲି, ସମସ୍ତ କର୍ମକର୍ତ୍ତା ଙ୍କ ଉପସ୍ଥିତି ରେ ଅନୁଷ୍ଠିତ ହେବାକୁ ଥିବା ଟୁର୍ଣ୍ଣାମେଣ୍ଟ ରୂପରେଖ ଘୋଷଣା କରାଯାଇଛି।
Report : Bijay ku sahu
Edited by k.s thakur...


