ପଦ୍ମପୁର ବଡ଼ବନ୍ଧ ଦୁର୍ଗା ମନ୍ଦିର ଠାରେ ନବରାତ୍ର ପାଇଁ କଳସ ଶୋଭା ଯାତ୍ରା...
ବରଗଡ଼,୦୩/୧୦ : ବରଗଡ ଜିଲ୍ଲା ପଦ୍ମପୁର ବଡବନ୍ଧ ଦୂର୍ଗା ମନ୍ଦିର ଠାରେ ନବରାତ୍ର ପାଇଁ ପୂଜାର୍ଚ୍ଚନା ଆରମ୍ଭ ହୋଇଛି। ଆଜି ଭକ୍ତମାନେ ଶଙ୍ଖ, ଘଣ୍ଟ ବାଦ୍ୟ ଓ ସଂକୀର୍ତନ୍ୟ ର ତାଳେ ତାଳେ କଳସ ଯାତ୍ରା ରେ ବାହାରି ଥିଲେ ।
Ad..
ଏଥର କର୍ତ୍ତା ଭାବରେ ଅନିଲ କୁମାର ବେହେରା ଓ ତାଙ୍କ ଧର୍ମପତ୍ନୀ ସୁଦେଷ୍ଣା ବେହେରା ପୂଜା କର୍ତ୍ତା ର ଦାୟିତ୍ଵ ନିର୍ବାହ କରୁଛନ୍ତି। ବରିଷ୍ଠ ପଣ୍ଡିତ ରଘୁନାଥ ତ୍ରିପାଠୀ,ପଣ୍ଡିତ ଗିରିଶ ଚନ୍ଦ୍ର ହୋତା,ପଣ୍ଡିତ ଅଶୋକ ପଣ୍ଡା,ପଣ୍ଡିତ ଦେବେନ୍ଦ୍ର ତ୍ରିପାଠୀ,ପଣ୍ଡିତ ସନ୍ତୋଷ ମିଶ୍ର ପ୍ରମୁଖ ପୂଜା ବିଧିରେ ରହିଛନ୍ତି।
Ad..
ଦୂର୍ଗାପୂଜା କମିଟି ସଭପତି ଡ଼. ପ୍ରଭାତ ନାରାୟଣ ତ୍ରିପାଠୀ,ସମ୍ପାଦକ ଗୋପାଳ ଚନ୍ଦ୍ର ଭୋଇ, କର୍ତ୍ତା ଅନିଲ କୁମାର ବେହେରା,ଶୁଶାନ୍ତ ପଧାନ,ଗଜାନନ ଅଗ୍ରୱାଲ,ଗଜାନନ ଶର୍ମା,ବିଷ୍ଣୁ ଥପା,ସୁରୁ ଭୋଇ,ବୁଧୁ ସାହୁ,ପ୍ରତାପ ମିଶ୍ର,ଅଜିତ ସତପଥୀ,ବେଣୁ ମାଧବ ଦୋରା,ନରସିଂହ ପଟନାୟକ,ଭରତ ପଣ୍ଡା,ମହିପାଲ ସାହୁ,ସୁଧାଂଶୁ ତ୍ରିପାଠୀ ଓ ମନ୍ଦିର ପୂଜକ ପ୍ରଶାନ୍ତ କୁମାର ପଣ୍ଡା କଳସ ଯାତ୍ରାକୁ ସୁଚାରୁ ରୂପେ ସମାପନ ପାଇଁ ସହଯୋଗ କରିଥିଲେ।
Ad..
ନଅ ଦିନ ପର୍ଯ୍ୟନ୍ତ ସକାକ ଆଳତୀ ଓ ସନ୍ଧ୍ୟା ଘ.୭.୩୦ ମି. ମଙ୍ଗଳ ଆଳତୀ ସହିତ ମାଁ ଙ୍କ ଅନ୍ନ ଭୋଗ ଲାଗି ହେବା ପାଇଁ କମିଟି ତରଫରୁ ସଭାପତି ଘୋଷଣା କରିଛନ୍ତି।
Report : Bijay ku sahu
Edited by k.s thakur...




